-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଟୀକା କେନ୍ଦ୍ର ମାନଙ୍କରେ ଉତ୍ସାହିତ ଯୁବ ବର୍ଗଙ୍କ ଭିଡ଼ ପ୍ରବଳ: ନିୟନ୍ତ୍ରଣ ଓ ପରିଚାଳନାରେ ପ୍ରଶାସନ ବିଫଳ

08-Jun-2021



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ):    ଭିଡ଼ ନିୟନ୍ତ୍ରଣ  ଓ ଏହାକୁ ବ୍ୟବସ୍ଥିତ କରିବାକୁ  ଯୁବ ବର୍ଗଙ୍କ ପାଇଁ   ପ୍ରଥମ ପର୍ଯ୍ୟାୟରେ ସୋନପୁର ପୌର ପରିଷଦର 4ଟି ସ୍ଥାନରେ ବ୍ୟବସ୍ଥିତ 7ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କ ପାଇଁ  ଆଜି  ଟୀକାକରଣ ଆରମ୍ଭ କରାଯାଇଛି

l ମେସେଜ ଜରିଆରେ ସୂଚିତ ଓ  ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ର ମାନଙ୍କୁ  ପହଂଚି ଟୀକା ଗ୍ରହଣ କରିଵାକୁ ଏବଂ  ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ଜ଼ିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବାରମ୍ବାର  ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ  ପରାମର୍ଶ ଦିଆଯାଉଛି l ଏବଂ ଏ ନେଇ  ଜ଼ିଲ୍ଲା  ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ଵିନୀ ଭୋଇ ମଧ୍ୟ ଗଣମାଧ୍ୟମ ଜରିଆରେ ଲଗାତାର ଭାବେ ପ୍ରଚାର ପ୍ରସାର କରୁଛନ୍ତି l ହେଲେ ଲୋକଙ୍କ ସୁବିଧା ପାଇଁ କରା ଯାଉଥିବା  ଏସବୁ ପ୍ରଚାର ପ୍ରସାର ସବୁ ବୃଥା ହୋଇଥିବା ର ବିଷୟ ଯୁବକ ପୁଣି ତାଙ୍କ ଅଭିଭାବକ  ଙ୍କ ପ୍ରବଳ ଭିଡ଼ ରୁ ତାହା  ପ୍ରମାଣ ମିଳିଛି l ଆଉ ସଂସ୍କୃତି ଭବନ  ଟୀକା କରଣ ଦାଇତ୍ୱ ରେ ଥିବା କର୍ମଚାରୀଙ୍କ  ଟୀକା ପ୍ରକ୍ରିୟା ରେ  ବହୁ ବିଳମ୍ବ ଓ  ଅବ୍ୟବସ୍ଥା  ଯୋଗୁଁ ପୋଲିସ ପ୍ରଶାସନ ର ବିଫଳତା ବି ଜଣାପଡୁଛି l ପୁଣି ଗତ କାଲି 07 ତାରିଖରେ  ଏଇ ଟୀକା ପାଇଁ 11 ଘଣ୍ଟାରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲାଯାଇ ଥିଲା l ହେଲେ  ମାତ୍ର  ପାଞ୍ଚ ଦଶ  ମିନିଟ ଭିତରେ ଟାର୍ଗେଟ ଥିବା ସ୍ଲଟ ବୁକିଂ ସରିଯିବା ଯୋଗୁଁ ସକାଳୁ ମୋବାଇଲ ଧରି ଉତ୍କଣ୍ଠା  ର ସହ  ଅପେକ୍ଷା  କରିଥିବା ସହର ର ହଜାର ହଜାର ଯୁବ ବର୍ଗ ର ଲୋକେ ହତାଶ ହୋଇଥିବା ଦେଖିବାକୁ ମିଳିଥିଲା l ନିର୍ଧାରିତ ସମୟ  ପୂର୍ବ ରୁ ଏସବୁ ସ୍ଲଟ ହେକ ହେଉ ନି ତ ବୋଲି ଯୁବକ ମାନେ ପ୍ରଶ୍ନ କରିଛନ୍ତି l   ଦ୍ଵିତୀୟ ପର୍ଯ୍ୟାୟ ବେଳେ ଯୁବ ବର୍ଗ ର ଲୋକଙ୍କ ପାଇଁ  ପର୍ଯ୍ୟାପ୍ତ ପରିମାଣ ରେ ସ୍ଲଟ ବଢ଼ାଇ ବାକୁ ଏବଂ ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ର  ବଡ଼ ବଡ଼ିଆ ଅଫିସର ମାନେ ଏସବୁ ଦିଗରେ କଡା ନଜର ଦେଇ ଗୋଷ୍ଠୀ ସଂକ୍ରମଣ ରୁ  ନିବୃତ କରାଇବାକୁ ଓ  ପୁରା ବ୍ୟବସ୍ଥିତ କରିବା କୁ ସହରର  ବୁଦ୍ଧିଜୀବୀ ଦାବି ପ୍ରଶାସନକୁ ଦା

ଲୋକଙ୍କ ପାଇଁ  ପର୍ଯ୍ୟାପ୍ତ ପରିମାଣ ରେ ସ୍ଲଟ ବଢ଼ାଇ ବାକୁ ଏବଂ ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ର  ବଡ଼ ବଡ଼ିଆ ଅଫିସର ମାନେ ଏସବୁ ଦିଗରେ କଡା ନଜର ଦେଇ ଗୋଷ୍ଠୀ ସଂକ୍ରମଣ ରୁ  ନିବୃତ କରାଇବାକୁ ଓ  ପୁରା ବ୍ୟବସ୍ଥିତ କରିବା କୁ ସହରର  ବୁଦ୍ଧିଜୀବୀ  ପ୍ରଶାସନ ନିକଟରେ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like