-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ଦେଓଗାଁ (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା ଦେଓଗାଁ ଭାରପ୍ରାପ୍ତ ତହସିଲଦାରଙ୍କୁ ମାଡ଼ ଅଭିଯୋଗ ହୋଇଛି । ଆଜି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଇବା ସମୟରେ ତହସିଲଦାର ଚନ୍ଦ୍ରମଣୀ ନାଗଙ୍କୁ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ପ୍ୟାକ୍ସର ପୂର୍ବତନ ସଭାପତି ଶୈଳେସ ସାହୁ ତହସିଲଦାରଙ୍କ ଉପରେ କଲେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦେଓଗାଁ ଥାନାରେ ଏତଲାଦେଲେ ତହସିଲଦାର । ପୋଲିସର ତଦନ୍ତ ଆରମ୍ଭ କରିଛି ।