-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
୧.ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା
୨.ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର: ଦିନକରେ ୫୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୬୩୦ ମୃତ; ୬୭ ହଜାର ଆକ୍ରାନ୍ତ ସୁସ୍ଥ ହେବା ପରେ ଦେଶରେ ସୁସ୍ଥ ସଂଖ୍ୟା ଟପିଲା ୭୦ ଲକ୍ଷ
୩.ଢେଙ୍କାନାଳ ପଣ୍ଡୁଆ ନିକଟରେ ଗାଁ ପାଖରେ ଡେରା ପକାଇଛନ୍ତି ହାତୀ ପଲ: ୩ ଦିନ ହେଲା ଅଂଚଳରେ ଚଳାଇଛନ୍ତି ଆତଙ୍କ, ବ୍ୟାପକ ଫସଲ ନଷ୍ଟ
୪.ରିଲର ଭିଲେନ୍ କିନ୍ତୁ ରିୟଲ ହିରୋଙ୍କୁ ନିଆରା ସମ୍ମାନ : ପଶ୍ଚିମବଙ୍ଗ ପୂଜା ପେଣ୍ଡାଲରେ ସୋନୁ ସୁଦ୍ ଙ୍କ ପ୍ରତିକୃତି , ତାଲାବନ୍ଦ ବେଳେ ହଜାର ହଜାର ଶ୍ରମିକଙ୍କୁ ବଢାଇଥିଲେ ସହାୟତାର ହାତ
୫.ଆଇପିଏଲରେ ମୁମ୍ୱାଇର ଚେନ୍ନାଇ ଶିକାର: ରୋମାଂଚକର ମୁକାବିଲାରେ ସୁପରକିଙ୍ଗସକୁ ୧୦ ୱିକେଟରେ ପରାସ୍ତ କଲା ମୁମ୍ୱାଇ ଇଣ୍ଡିଆନ୍ସ; ପ୍ଲେ ଅଫ୍ ଦୌଡରୁ ଚେନ୍ନାଇର ଆଶା ମଉଳିଲା
୬.ଆତଙ୍କୀଦେଶକୁ ନିସ୍ତାର ନାହିଁ…ଏଫଏଟିଏଫର ଗ୍ରେ ଲିଷ୍ଟରେ ପୁଣି ରହିଲା ପାକିସ୍ତାନ: କାମ ଦେଲାନି ଚୀନ୍ ଓ ତୁର୍କୀର ଚାଲ୍; ଆସନ୍ତା ବର୍ଷ ଫେବ୍ରୁଆରୀ ଯାଏଁ ରହିବ ଆର୍ଥିକ କଟକଣା
୭.କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ମିଳିବ ଟିକା: ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର
୮.ବାଲେଶ୍ୱର ଉପନିର୍ବାଚନରେ ଭାବବିହ୍ୱଳ ଦୃଶ୍ୟ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ବୟାନ ପରେ କାନ୍ଦି ପକାଇଲେ ବିଜେପି ପ୍ରାର୍ଥୀ ମାନସ ଦତ; ପ୍ରଶ୍ନ କଲେ ଜଣଙ୍କର ମୃତ୍ୟୁ କେମିତି ହୋଇପାରେ ସୁଯୋଗ
୯.ଦିନକ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ: ୨୭ ସୁଦ୍ଧା ଓଡ଼ିଶାରୁ ଫେରିଯିବ ମୌସୁମୀ; ପାଗ ଶୁଖିଲା ରହିବା ସହ ସକାଳୁ ଟିକେ ଟିକେ ଥଣ୍ଡା ଅନୁଭୂତ ହେବ
୧୦.ପରଦା ପଛରେ ଚାଲିଛି ମା’ଙ୍କ ଆରାଧନା: ଆଜି ମଣ୍ଡପରେ ଜଗତଜନନୀଙ୍କ ଅଷ୍ଟମୀ ପୂଜା, ପୀଠରେ ମହାନବମୀ; କୋଭିଡ୍ କଟକଣା ଯୋଗୁଁ ଖାଁ ଖାଁ ପୂଜା ମଣ୍ଡପ
୧୧.ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଅଧିକ କଡ଼ା ସୁରକ୍ଷା, ଆଜି ଭାରତ ଆସୁଛି ଦ୍ବିତୀୟ VIP ବିମାନ
୧୨.କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ
୧୩.ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
୧୪.ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା, ଭବାନୀପାଟଣା ସହରରେ ୧୪୪ ଧାରା ଜାରି
୧୫.JIO ଲଞ୍ଚ କଲା ‘ମେଡ୍ ଇନ୍ ଇଣ୍ଡିଆ’ ୱେବ୍ ବ୍ରାଉଜର ‘ଜିଓପେଜେସ୍’, ଡାଟା ସୁରକ୍ଷାକୁ ନେଇ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା
୧୬.IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର
୧୭.ଏଣିକି ପାଣି ନଷ୍ଟ କଲେ ମିଳିବ ଏମିତି ଦଣ୍ଡ; ୫ ବର୍ଷ ଜେଲ୍ ସହ ଗଣିବେ ଏକ ଲକ୍ଷ ଟଙ୍କା ଜରିମାନା…
୧୮.ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍ର କାଲାବାବୁ ଗିରଫ
୧୯.ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୫ ମୃତ
୨୦.ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫
୨୧.ଆଠଗଡ଼: ବାଙ୍କୀ ଥାନା ଘୋଳପୁର ଗାଁରେ ବୋମାମାଡ଼, ବୋମାମାଡ଼ରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ; ପୂର୍ବ ଶତ୍ରୁତାରୁ ବୋମାମାଡ଼ ସନ୍ଦେହ, ପୋଲିସର ତନାଘନା
୨୨.ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ହତ୍ୟା ଅଭିଯୋଗ, ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଆକ୍ରମଣ ଅଭିଯୋଗ; ଗୁରୁତର ଯୁବକଙ୍କୁ ଏମ୍କେସିଜିରେ ମୃତ ଘୋଷଣା କଲେ ଡାକ୍ତର, ଅଭିଯୁକ୍ତ ଯୁବକ ଫେରାର ଥିବା ସୂଚନା, ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍