-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME    ଅନ୍ୟାନ୍ୟ

ଫେବୃଆରୀ ମାସରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ଦେଖନ୍ତୁ ତାଲିକା, ତା’ପୂର୍ବରୁ କରିନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାମ

01-Feb-2021



ନୂଆଦିଲ୍ଲୀ (ପ୍ରେରଣା ଖବର) : ଭାରତରେ ବ୍ୟାଙ୍କ ଛୁଟି ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ। ବିଶେଷକରି ଯେଉଁମାନଙ୍କର ଅଧିକାଂଶ କାମ ବ୍ୟାଙ୍କ ସହ ଜଡିତ ସେମାନେ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ପ୍ରତି ମାସରେ କେଉଁ କେଉଁ ଦିନରେ ବ୍ୟାଙ୍କ ଛୁଟି ରହିବ ତାହା ଜାଣିବା ନିଜଟି ଆବଶ୍ୟକ ହୋଇଥାଏ। ଭାରତରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହେ। ତାଛଡା ଅନ୍ୟ ପର୍ବପର୍ବାଣିରେ ମଧ୍ୟ ବ୍ୟାଙ୍କ ଛୁଟି ରହେ। ଅଧିକାଂଶ ରାଷ୍ଟ୍ରୀୟ ଅବକାଶ ଦିନ ବ୍ୟାଙ୍କ ବନ୍ଦ ରହେ। କିଛି ରାଜ୍ୟରେ ରାଜ୍ୟ ସ୍ଥରୀୟ ଛୁଟି ଦିନମାନଙ୍କରେ ମଧ୍ୟ ବ୍ୟାଙ୍କ ବନ୍ଦ ରହେ। ଆଜିଠାରୁ ଫେବୃଆରୀ ମାସ ଆରମ୍ଭ ହୋଇଛି। ଏହି ମାସରେ ମାତ୍ର ଦୁଇ ଦିନ ହିଁ ବ୍ୟାଙ୍କ ବନ୍ଦ ରହିବ। ଏହି ମାସରେ କୌଣସି ପର୍ବପର୍ବାଣି ପଡୁନି।

ଫେବୃଆରୀ ଦ୍ୱିତୀୟ ଶନିବାର ଅର୍ଥାତ ୧୩ ତାରିଖରେ ବ୍ୟାଙ୍କ ଛୁଟି ଅଛି। ଚତୁର୍ଥ ଶନିବାର ୨୭ ତାରିଖରେ ଦ୍ୱିତୀୟ ଛୁଟି ଅଛି। ତାଛଡା ଫେବୃଆରୀ ୭, ୧୪, ୨୧ ଓ ୨୮ ତାରିଖରେ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ଏହି ମାସରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ବ୍ୟାଙ୍କ ଶାଖା ବନ୍ଦ ରହିଲେ ବି ଆପଣ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ନିଜ କାମ କରିପାରିବେ। ଆରବିଆଇ ଅନୁଯାୟୀ, ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଅଲଗା ଅଲଗା ହୋଇପାରେ। ସେଥିପାଇଁ ଗ୍ରାହକ ତାକୁ ଦୃଷ୍ଟିରେ ବ୍ୟାଙ୍କିଙ୍ଗ ସହ ଜଡିତ କାମ କରିବାକୁ ଯୋଜନା କରନ୍ତୁ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଦେଖନ୍ତୁ ତାଲିକା :
୧. ଫେବୃଆରୀ ୧୨ ତାରିଖ, ଶୁକ୍ରବାର- ସିକ୍କିମ

୨. ଫେବୃଆରୀ ୧୩ ତାରିଖ, ଦ୍ୱିତୀୟ ଶନିବାର

3. ଫେବୃଆରୀ ୧୫ ତାରିଖ, ସୋମବାର-ଲୁଇ ଲଗାଇ ନି – ମଣିପୁର

୪. ଫେବୃଆରୀ ୧୬ ତାରିଖ, ମଙ୍ଗଳବାର- ବସନ୍ତ ପଞ୍ଚମୀ- ହରିୟାଣା, ଓଡିଶା, ପଞ୍ଜାବ, ତ୍ରିପୁରା, ପଶ୍ଚିମବଙ୍ଗ

୫. ଫେବୃଆରୀ ୧୯ ତାରିଖ, ଶୁକ୍ରବାର- ଛତ୍ରପତି ଶିବାଜୀ ମହାରାଷ୍ଟ୍ର ଜୟନ୍ତୀ- ମହାରାଷ୍ଟ୍ର

୬. ଫେବୃଆରୀ ୨୦ ତାରିଖ, ଶନିବାର- ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଷ୍ଟେଟ ଡେ- ଅରୁଣାଚଳ ଓ ମିଜୋରାମ

୭. ଫେବୃଆରୀ ୨୬ ତାରିଖ, ଶୁକ୍ରବାର- ହଜରତ ଅଲି ଜୟନ୍ତୀ- ଉତ୍ତର ପ୍ରଦେଶ

୮. ଫେବୃଆରୀ ୨୭ ତାରିଖ, ଶନିବାର- ଚତୁର୍ଥ ଶନିବାର- ଚଣ୍ଡୀଗଡ଼, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like