-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
ସାଲେପୁର (ଦିପକ କୁମାର ଷଡଙ୍ଗୀ) ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା କୁଣ୍ଡୀ ପଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ଟିକା ଓ କୋଭିଡ୍ ପରୀକ୍ଷା କରାଯାଉଛି। ଏହି କେନ୍ଦ୍ର କୁ ୧୫୦ ଟି ଟିକା ଆସିଥିବା ବେଳେ ଅନ୍ ଲାଇନ୍ ପାଇଁ ୫୦ ଟି ଓ ଅଫ୍ ଲାଇନ୍ ଟୁକନ୍ ପାଇଁ ୧୦୦ ଟି ଟୀକା କରଣ ହୋଇଥିବା ସମୟରେ ଟିକା ପାଇଁ ଆସୁଥିବା ଲୋକମାନେ ବ୍ୟାରିକେଡ଼ ରେ ଲାଇନ୍ ହୋଇ ଆସି ଶୃଙ୍ଖଳା ର ସହିତ ଟୀକା ନେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ର ର ଡ଼ଃ ଏମ୍ ଚନ୍ଦ୍ରଶେଖର, ଫାର୍ମାସିଷ୍ଟ ଫକୀର ଚରଣ ବେହେରା,ଦିପ୍ତି ପ୍ରଜ୍ଞା ପରିଡ଼ା, ରଞ୍ଜନ ବାରିକ,ଦିପ୍ତିମୟୀ ଦାସ ଓ ସମାଜ ସେବୀ ରମା ନନ୍ଦ ବାରିକ ପ୍ରମୁଖ ସହାୟତା କରିଥିଲେ।