-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି: ଥଣ୍ଡା ପଡ଼ିଲା କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ତଦନ୍ତ ; ଦୋଷୀକୁ ଘଣ୍ଟ ଘୋଡାଉଛି କିଏ ?

28-May-2021



କଣ୍ଟାବାଞ୍ଜି,(ଆନନ୍ଦ ମୋଟେ) : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନା ପରିସରରେ ଥିବା ବିଜୁ ପଟ୍ଟ ନାୟକ ରକ୍ତ ଭଣ୍ଡାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ରକ୍ତ ପାଇଁ କୌଣସି ଲୋକଙ୍କ ଠାରୁ ଫି ନେବାର ନିୟମ ନଥିବା ବେଳେ ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଲ୍ୟାବ ଟେକ୍ନିସିଆନ ନରେଶ ମିଶ୍ର ନକଲି ବିଲ ଭାଉଚର କରି ଲକ୍ଷ ଲକ୍ଷ ଟଂକା ଫି ଆଦାୟ କରି ନିଜ ପକେଟ ଗରମ କରିଥିବା ଅଭିଯୋଗ ହୋଇଥିଲା । ସରକାରଙ୍କ ବାରଣ ସତ୍ତ୍ୱେ ବେଆଇନ ଭାବେ ୟୁଜର ଫି ଆଦାୟ, ୩ ବର୍ଷ ଧରି ବାଲାଜୀ ଟ୍ରେଡର୍ସ ନାଁରେ ମିଛ ବିଲ କରି ଟଂକା ଆତ୍ମସାତର ଅଭିଯୋଗ ଆସିଥିଲା । ଏନେଇ କଂଟାବାଞ୍ଜି ଥାନାରେ ରକ୍ତ ଭଣ୍ଡାର ଅଧ୍ୟକ୍ଷ ତଥା ତହସିଲଦାର ଅଶୋକ କୁମାର ମାଝୀ ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ.ପି.ଡି. ପଣ୍ଡା ଲିଖିତ ଅଭିଯୋଗ କରିଥିଲେ । ନରେଶ ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ ହେଲା ପରେ ସେ ଅସୁସ୍ଥ ଥିବା କହି ଛୁଟି ନେଇ ଗିରଫ ଭୟରେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ଅଗ୍ରିମ ଜାମିନ ଆବେଦନ କରିଥିଲେ । । କଂଟାବାଞ୍ଜି ପୂର୍ବତନ ଟେକ୍ନିସିଆନ ଶ୍ରୀ ମିଶ୍ର ଜାନୁଆରି ୨୦୧୭ ରୁ ଜୁନ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୩ ବର୍ଷ ଧରି ବାଲାଜୀ ଟ୍ରେଡର୍ସ ନାଁରେ ଗୋଟିଏ ମିଛ ବିଲ ଭାଉଚର ଦାଖଲ କରି ରକ୍ତଦାତାଙ୍କ ରିପ୍ଲେସମେଣ୍ଟ ବାବଦକୁ ଟଂକା ହଡପ କରିଛନ୍ତି ।

    ଏନେଇ ଘଟଣା ସଂପର୍କରେ ଜଣା ପଡିବା ପରେ ବାଲାଜୀ ଟ୍ରେଡର୍ସର ମାଲିକ ନରେଶ ମିଶ୍ରଙ୍କ ନାଁରେ ଲିଖିତ ଭାବେ ରକ୍ତ ଭଣ୍ଡାର ଅଧିକାରୀ ଠାରେ ଅଭିଯୋଗ କରିଥିଲେ l ସେହି ପରି ରାଜ୍ୟ ସ୍ଵାସ୍ଥ୍ୟ କଲ୍ୟାଣ ବିଭାଗ କମିଶନର ତଥା ସ୍ଵାସ୍ଥ୍ୟ ସଚିବଙ୍କ ପତ୍ର ସଂଖ୍ୟା ୨୭୨୫/ ଏସ ଏଚ ୦୩/୦୧/ ୨୦୧୯ କ୍ରମେ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ସମସ୍ତ ବର୍ଗର ରୋଗୀଙ୍କୁ ମାଗଣା ରକ୍ତ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ କଂଟାବାଞ୍ଜି ରକ୍ତ ଭଣ୍ଡାରରେ ରୋଗୀଙ୍କ ଠାରୁ ରକ୍ତ ପ୍ରଦାନ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ଫି ଆଦାୟ କରିଥିଲେ ଶ୍ରୀ ମିଶ୍ର । ଶ୍ରୀ ମିଶ୍ରଙ୍କ ରହଣି କାଳ ମଧ୍ୟରେ ସେ ବିଭିନ୍ନ ସମୟରେ ବିନା ରସିଦରେ ରକ୍ତ ବିକ୍ରି କରିବା ସହ ସେହି ଟଂକା ଭଣ୍ଡାରରେ ବ୍ୟାଙ୍କ ଏକାଉଣ୍ଟରେ ଜମା କରିନଥିଲେ । ସେହି ସମୟରେ ଥିବା ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂଯୁକ୍ତା ସାହୁ ଟେକ୍ନିସିଆନ ଶ୍ରୀ ମିଶ୍ରଙ୍କୁ ଡାକି ଉକ୍ତ ଟଂକା ଫେରାଇବାକୁ କହିଥିଲେ ।
କିନ୍ତୁ ସେହି ଟଂକା ଆଜିଯାଏ ଫେରସ୍ତ ହୋଇନାହିଁ । ତେବେ ସେହି ସମୟରେ ସ୍ଵେଚ୍ଛାସେବୀ ରୋହନ ମହତ ସଂପୃକ୍ତ ଟେକ୍ନିସିଆନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରିବାକୁ ଦାବି କରିଥିଲେ ଏହି ସବୁ ଭିତରେ ତଦନ୍ତ ଶେଷ ହୋଇନଥିବା ବେଳେ ବର୍ତମାନ ସମୟରେ ଶ୍ରୀ ମିଶ୍ରଙ୍କୁ ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ଦାୟିତ୍ଵ ଦିଆଯାଇଛି । ଶ୍ରୀ ମିଶ୍ରଙ୍କ ନାଁରେ  ମାଳ ମାଳ ଅଭିଯୋଗ ପରେ ମଧ୍ୟ ତଦନ୍ତ ଶେଷ ନହେବା ଯାଏ କାହା ସ୍ଵାର୍ଥରେ ତାଙ୍କୁ ପୁଣି ଏକ ରକ୍ତ ଭଣ୍ଡାରର ଦାୟିତ୍ଵ ଦିଆଗଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏସବିଟିସି, ବଲାଙ୍ଗୀର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି, ତହସିଲଦାର, କଂଟାବାଞ୍ଜି ରକ୍ତ ଭଣ୍ଡାର ଅଧିକାରି  ଏହି ଅଭିଯୋଗକୁ ତଦନ୍ତ କରିନଥିବା ଯୋଗୁ ଆଜି ଜଣେ ଦୋଷୀ ଖସି ଯିବା ଉପରେ ଅଛି । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି ଏପରି ଏକ  ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026

You Might Also Like