-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ରାଜ୍ୟ

ଅଭିନେତା ସବ୍ୟସାଚୀଙ୍କ ପାଇଁ ବଞ୍ଚିଗଲା ଦୁଇ ବର୍ଷର ଶିଶୁର ଜୀବନ

28-May-2021



ଭୁବନେଶ୍ୱର, (ଶୁଭାଶିଷ ନାୟକ) : କରୋନ ଭାଇରସ ଯୋଗୁ ସାରା ରାଜ୍ୟରେ ଏବେ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ବେଡ ପାଇଁ କିଏ ଅସୁବିଧାରେ ପଡୁଛି ତ କିଏ ଅକ୍ସିଜେନ ପାଇଁ  । ଏପରି ଘଡିସନ୍ଧି ମୁହୂ ର୍ରେ ଗୋଟିଏ ୨ବର୍ଷର ଶିଶୁର ଜୀବନ କରୋନା କବଳରୁ ବ ି ଯାଇଛି । ବାପା ମା ପ୍ରଥମେ ପଜିଟିଭ ହେବା ପରେ ତାଙ୍କର ଛୋଟ ଝିଅ ମଧ୍ୟ କୋଭିଡ ପଜିଟିଭ ହୋଇଥିଲା । ଅକ୍ସିଜେନ ସ୍ତର କମିଯିବାରୁ ଶିଶୁଟି ଗୁରୁତର ହୋଇପଡିଥିଲେ । ଏହି ସମୟରେ ଦେବଦୂତ ସାଜି ଓଲିଓଡ  ଅଭିନେତା ସବ୍ୟସାଚୀ ସହଯୋଗର ହାତ ବଢାଇଥିଲେ । ଏବେ ଘରୋଇ ହସ୍ପିଟାଲରେ ଶିଶୁ କନ୍ୟା ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ରହିଥିବା ସୂଚନା ମିଳିଛି ।  
ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଅ ଳର ଓଡିଶୀ ଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ପତ୍ନୀ କିଛିଦିନତଳେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ପରେ ୨୫ ତାରିଖ ରାତିରେ ହଠାତ ତାଙ୍କ କନ୍ୟା ସିବାସୀ ପ୍ରଧାନର ଅକ୍ସିଜେନ ସ୍ତର ୮୩ ହୋଇଯାଇଥିଲା । ଯାହାକୁ ଦେଖି ବାପା ମା ବିଚଳିତ ହୋଇପଡିଥିଲେ । ବେଡଟିଏ ପାଇଁ ନିରାଶ ହେବା ପରେ ବାଧ୍ୟ ହୋଇ ଲିଙ୍ଗରାଜ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କୁ ଜଣାଇଥିଲେ । ଲିଙ୍ଗରାଜଙ୍କ ଶିଷ୍ୟା ହେଉଛନ୍ତି ସୁଶାନ୍ତଙ୍କ ପତ୍ନୀ । ତେଣୁ ଏହି ବିପଦ ସମୟରେ ସୁଶାନ୍ତ ତତକ୍ଷଣାତ ଦିଲ୍ଲୀର ସମାଜସେବୀ ବି ଭି ଶ୍ରୀନିବାସଙ୍କୁ ଜଣାଇଥିଲେ । ସେ ସଙ୍ଗେ ସଙ୍ଗେ ସବ୍ୟସାଚୀଙ୍କୁ ଫୋନରେ ଜଣାଇଥିଲେ ।
ସବ୍ୟସାଚୀ ତିଳେ ମାତ୍ର ବିଳମ୍ବ ନକରି ରାତି ୧୨ଟା ୪୦ ମିନିଟରେ ଡାକ୍ତର ଅମ୍ରିତ ପଟ୍ଟଜୋଶୀଙ୍କୁ ଜଣାଇଥିଲେ । ବହୁତ ଚେଷ୍ଟା କରିବା ପରେ ଶେଷରେ ଏକ ଘରୋଇ ହସ୍ପିଟାଲରେ ଗୋଟିଏ ବେଡ ଯୋଗାଡ ହୋଇଥିଲା । ନିଜେ ଡାକ୍ତର ଅମ୍ରିତ ପଟ୍ଟଜୋଶୀ ରାତି ୨ଟାରେ ହସ୍ପିଟାଲ ଅ ।ସି କୋଭିଡ ଅ ।କ୍ରାନ୍ତ ପରିବାରକୁ ସାହାଯ୍ୟ କରିଥିଲେ  । ସେତେବେଳକୁ ଛୋଟ ଝିଅଟିର ଅବସ୍ଥା ଭଲ ନଥିଲା କିନ୍ତୁ ଡାକ୍ତରଙ୍କ ଅଦ୍ୟମ ଇଚ୍ଛା ଶକ୍ତି ଓ ଚିକିତ୍ସା ବଳରେ ଛୋଟ ଝିଅଟି ନୂତନ ଜୀବନ ପାଇପାରିଲା । ଏଭଳି ନିସ୍ୱାର୍ଥପର ସାହାଯ୍ୟ ପାଇଁ ସୁଶାନ୍ତ ସବ୍ୟସାଚୀଙ୍କୁ ଟ୍ୱିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ, କରୋନା ପରି ମହାବିପ ି ସମୟରେ ଅନେକ ଲୋକ ନିଜ ନିଜ ସଂପର୍କରୁ ଭୁଲି ଯାଉଥିବା ବେଳେ ଏମାନଙ୍କୁ ନିସ୍ୱାର୍ଥପର ସାହାଯ୍ୟପାଇଁ ସବ୍ୟସାଚୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like