-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : କୋଭିଟ ମହାମାରୀ ସମୟରେ ଲୋକେ ରକ୍ତ ଦେବା ପାଇଁ ଭୟବିତ ହେଉଛନ୍ତି। ଫଲରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖିବାକୁ ମିଳିଛି। ବିନକା ର ସୁରେନ୍ଦ୍ର ସାହୁ ନାମକ ରୋଗୀ ଙ୍କୁ ଏ' ପଜେଟିଭ ରକ୍ତ ଦରକାର ପଡିଥିଲା। ହେଲେ ରକ୍ତ ଦେବା ପାଇଁ କେହି ମିଲୁନଥିଲେ। ଏହି ଖବର ଜାଣିବା ପରେ ସମାଜ ସେବୀ ତଥା ବଲାଙ୍ଗୀର ବିଜେଡି ଦଳ ନଗର ଛାତ୍ର ସଭାପତି ଶ୍ରୀ ସୁନ୍ଦର ନାରାୟଣ ବିଶି ତାଙ୍କର ବହୁ ମୂଳ୍ୟ ଏ' ପୋଜେଟୀଭ ରକ୍ତ ଦାନ କରିଛନ୍ତି । ସେ ଆଗରୁ ମଧ୍ୟ୍ୟ ଅନେକ ଅସହାୟ ବ୍ଯକ୍ତିଙ୍କୁ ରକ୍ତ ଯୋଗାଡ଼ କରି ଏହି କୋଭିଟ ସମୟରେ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି।