-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
କଳାହାଣ୍ଡି କୋକସରା(ତ୍ରିନାଥ ବେଶ୍ରା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଆଶା ସାଗର ନିକଟରେ ରହୁ ଥିବା ଗରିବ ଯାଯାବର ପରିବାର ମାନଙ୍କୁ ଆଜି ଜାତୀୟ ଯୁବ କଂଗ୍ରେସ ଦଳ ର କଳାହାଣ୍ଡି ଜିଲ୍ଲା ସଭାପତି ସାହୁଲ ମଙ୍ଗରାଜଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ତ୍ରିଲୋଚନ ପାଣିଗ୍ରାହୀ, ଧର୍ମଗଡ ନିର୍ବାଚନ ମଣ୍ଡଳୀ
ସଭାପତି ଡାକେଶ୍ୱର ଲହଜଲ୍ , ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ପିଣ୍ଟୁ ଅଗ୍ରୱାଲ, ଯୁବ କଂଗ୍ରେସ ନେତା ସୁଶାନ୍ତ ପ୍ରଧାନୀ, ସାଗର ପଟ୍ଟନାୟକ, ସୁନିଲ ନାଏକ, ଆକାଶ ସୁନାନି, କୁମୁଦ ଗହିର, ମନୋଜ ସିପକା, ଭୋଲୁ ନାଏକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଯୁବ କଂଗ୍ରେସ ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।