-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ପୁରୀ (ସମୀର ରଞ୍ଜନ ନାୟକ )ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଲଷ୍ମୀଧର ପ୍ରଧାନ ସଦଳବଳେ ଗୋପ ଥାନା ଅଂଚଳର ଜନ୍ହହିବାଲିଆ ନିକଟସ୍ଥ ପାଇକାସାହି ଗ୍ରାମର ଏକ ଦୋକାନ ଗୃହରେ ଲକଡାଉନ ସମୟରେ ଚଢା ଦରରେ ବିକ୍ରି କରିବାପାଇଁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଗଛିତ ରଖାଯାଇଥିବାର ଖବର ପାଇ ସେଠାରେ ଚଢ଼ାଉ କରି ରସିଲତା ସ୍ୱାଇଁଙ୍କ ଠାରୁ 136 ବୋତଲ ବିଦେଶୀ ମଦ ଓ 50 ବୋତଲ ଦେଶୀମଦ ଜବତ କରି ଅସମୀଙ୍କୁ ଗିରଫ କରାଗଲା.