-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଗାଁରେ କରନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗ। ତୁରନ୍ତ ଗ୍ରାମାଞ୍ଚଳରେ ମୋବାଇଲ ଭ୍ୟାନ ଜରିଆରେ ଟେଷ୍ଟିଂ ଓ ଟୀକାକରଣ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କେବଳ ବଡ଼ବଡ଼ିଆଙ୍କୁ ସ୍ଵାସ୍ଥ୍ୟ ସେବା ମିଳିଥିବା ବେଳେ ସାଧାରଣ ଲୋକଙ୍କୁ ସଠିକ ସ୍ଵାସ୍ଥ୍ୟ ସେବା ବେଡ଼ ଆଦି ମିଳୁନି। ତେଣୁ ସରକାର ତୁରନ୍ତ ଗାଁ ଲୋକଙ୍କୁ ସେବା ଯୋଗାନ୍ତୁ । ଲକଡାଉନ ଓ ସଟ ଡାଉନ ବଢାଇବାକୁ ଦାବି କଲେ ସୁରେଶ ରାଉତରାୟ। ସରକାର କରୁଥିବା ନିୟମ ମାନିବା, ଜୀବନ ବଞ୍ଚାଇବା