-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ଶେରଗଡ,(ପ୍ରେରଣା ଖବର): ଢ଼ିଙ୍କିଶାଳ ଗ୍ରାମରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ସମୟରେ ପ୍ରଶାସନିକ ଅଧିକାରୀମାନେ ଚଢାୟୁ ଆଜି ଶେରଗଡ ବ୍ଳକର ଢ଼ିଙ୍କିଶାଳରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ସମୟରେ ପ୍ରଶାସନିକ ଅଧିକାରୀମାନେ ଚଢାୟୁ କରି ଫାଇନ ଆଦାୟ କରାଯାଇଛି। ଏହି ଚଢାୟୁ ସ୍ତାନିୟ ତହସିଲଦାର ଡ଼ ଦୟାସିନ୍ଧୁ ପରିଡ଼ା , ଥାନା ଅଧିକାରିଣୀ ମମତା ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ଫାଇନ ଆଦାୟ କରାଯାଇଥିବା ଜଣାପଡିଛି। ସେହି ଖାଦ୍ୟ ସାମଗ୍ରୀର ବଣ୍ଟନ କରିବାକୁ କହିଛନ୍ତି। ଏହି ଖାଦ୍ୟ ଏକାଠି ବସି ଖାଆନ୍ତୁ ନାହିଁ ବୋଲି କହିଛନ୍ତି। ଆୟୋଜିକ ହେଉଛନ୍ତି ଅଶୋକ ପରିଡାକ ଠାରୁ ୨୦୦୦ ଟଙ୍କା ଫାଇନ ଆଦାୟ କରାଯାଇଥିବା କୁହାଯାଇଛ