-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ପୁରୀ (ପ୍ରେରଣା ଖବର) -ପୁରୀରେ ଐତିହ୍ୟ ପ୍ରକଳ୍ପ ନିର୍ମାଣରେ ମଠ ଗୁଡିକର ଅବଦାନ ବେଶ ଗୁରୁତ୍ୱପୂର୍ଣ ରହିଥିବାରୁ ମଠ ଗୁଡିକର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ଆଜି ତିନି ପ୍ରମୁଖ ମଠର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି | ଉତ୍ତରପାର୍ଶ୍ୱ ମଠ, ରେବେଶା ମଠ ଓ ସାନ ଛତା ମଠର ମଠ ମହନ୍ତ ପୂଜା ପାଠ କରି ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ବିକାଶ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ପୁରୀରେ ବିଭିର୍ନ ମଠ ଗୁଡିକର ଉର୍ନତି ଉଦ୍ୟେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି |