-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
କଟକ (ପ୍ରେରଣା ଖବର ବ୍ୟୁରୋ): କଟକ ରେ ଆଜିଠୁ ଆରମ୍ଭ ହେଲା ଅନଲାଇନ ମଦ ବିକ୍ରି। ୨୦୨୦ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଦୋକାନୀମାନେ ବିକ୍ରିକରିପାରିବେ ମଦ।l ସକାଳ ୭ ରୁ ଦିନ ୨ପର୍ଯ୍ୟନ୍ତ ଅନଲାଇନ ରେ ମଦ ଅର୍ଡର କରିବାରେ। ସୁଇଗି , ଜୋମାଟୋ ସହ ଦୋକାନ ମାଲିକ ମଧ୍ୟ ଅନଲାଇନ ରେ ଦେବେ ମଦ। ଚୋରା ମଦ ଏବଂ ଦୁପ୍ଲିକେଟ ମଦ ବିକ୍ରି ଉପରେ ମୋବାଇଲ ଫ୍ଲାଇଙ୍ଗ ସ୍ୱାର୍ଡ ଗଠନ କରାଯାଇଛି l