-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) :ମେ 31ତାରିଖ ଭିତରେ ଓଡ଼ିଶାରେ ପିକକୁ ଯିବ କରୋନା ସଂକ୍ରମଣ
ତେଣୁ ମେ ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ ହେବାକୁ ପଡିବ l ଜୁନ ମାସ ଶେଷ ବେଳକୁ ଓଡ଼ିଶାରେ କରୋନା ଗ୍ରାଫ କମି 5ହଜାର ତଳକୁ ରହିବ l ଏବେ ଓଡ଼ିଶାରେ ସଂକ୍ରମଣ 24ପ୍ରତିଶତ ରହିଛି l ଲକ ଡାଉନ ଯୋଗୁଁ କରୋନା ନିୟନ୍ତ୍ରଣ ରହିଛି l ତେଣୁ ମେ ମାସରେ ସରକାର ନିୟମ ଆହୁରୀ କଡାକଡି କରିବା ଦରକାର l ଲୋକେ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି l