-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ବାରଗଡ଼,(ମୁକୁନ୍ଦ ଦାଶ)- ନିକଟରେ ପ୍ରକାଶିତ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ କଳା ର ଦ୍ଵିତିୟ ସେମିଷ୍ଟlର ପରୀକ୍ଷା ରେ ଇମ୍ପେରିଆଲ କଲେଜର ଶିକ୍ଷା (ସମ୍ମାନ)ର ରେଖା ରାଣୀ ପ୍ରଧାନ ୮.୩୦ , ଜ୍ୟୋତି ବିଶ୍ଵାଳ ୭.୪୦, ଜିତେନ୍ ଷଣ୍ଢ ୭.୨୦ ଏସ୍ ଜିପିଏ ଏବଂ ରାଜନୀତି ବିଜ୍ଞ।ନ(ସମ୍ମାନ) ର ଛାତ୍ରୀ ପ୍ରଜ୍ଞା ଶର୍ମା ୭.୮୦, ପ୍ରଜ୍ଞା ପରୀମିତା ଗର୍ତିଆ ୭.୩୦ ଏସ୍ ଜିପିଏ ସହ ସଫଳତା ହାସଲ କରିଛନ୍ତି। ଦ୍ଵିତୀୟ ସେମେଷ୍ଟlର ଫଳାଫଳ ଅନୁସାରେ ସର୍ବାଧିକ ୯୫% ପାସ ହାର ରହିଛି l ଛାତ୍ର ଛାତ୍ରୀ ମାନଙ୍କ ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚlରୀ ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।