-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ଜିଲ୍ଲା

ବିଅଁରପାଲିରେ ଆଦିବାସୀଙ୍କୁ ବାସନ୍ଦ ଘଟଣା- ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଲ ଏବଂ ଏସ୍‌.ପି.ଙ୍କ ହସ୍ତକ୍ଷେପ ଦାବୀ କଲା ଆଦିବାସୀ ସଂଘ

20-Oct-2020



ବଲାଙ୍ଗିର, ତା.୨୦.୧୦.(ସନ୍ତୋଷ ଠାକୁର)  : ଲୋଇସିଂହା ଥାନା ଅଧିନସ୍ଥ ବିଅଁରପାଲି ଗାଁ ରେ ଦ୍ୱିତୀୟ ଥର ବିଂଝାଳ ଆଦିବାସୀ ପରିବାରକୁ ଗାଁର ଗୌନ୍ତିଆ ଏକଘରକିଆ କରି ବାସନ୍ଦ ଦଣ୍ଡ କରିଛନ୍ତି । ଦୀର୍ଘ ଆଠ ଦିନ ହେଲା ଯୁବକ କନ୍ଦା, ସ୍ୱତନ୍ତ୍ର କନ୍ଦା, ବିମ୍ବାଧର କନ୍ଦା, ଗଣତନ୍ତ୍ର କନ୍ଦା ପରିବାରକୁ ବାସନ୍ଦ କରାଯାଇଥିବା ଜିଲ୍ଲାପାଲ ଏବଂ ଆରକ୍ଷୀ ଅଧିକ୍ଷଙ୍କ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଭିଯୋଗ କରାଯାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସଂଘ ଦାବି କରିଛି । ଅଭିଯୋଗ ଅନୁସାରେ ଆଦିବାସୀ ପରିବାର ସହିତ ଗାଁର କୌଣସି ବ୍ୟକ୍ତି କଥାବାର୍ତ୍ତା ନ ହେବାକୁ ଗୌନ୍ତିଆ ନିର୍ଦ୍ଦେଶ ଦେଇଛି, ଯିଏ କଥା ହେବ ସମ୍ପର୍କ ରଖିବ, ୧୦ ହଜାର ଟଙ୍କା ଜୋରିମାନା ଦେବାକୁ  ଆଦେଶ ଦେଇଛନ୍ତି । କନ୍ଦା ପରିବାର ଚାଷ ବିଳ ବାଡି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲେବର କାମ କରି ନ ଯିବାକୁ ନିଷ୍ପତ୍ତି କରିଛନ୍ତି ଗୌନ୍ତିଆ ପରିବାର, ଏହା ସହିତ ଯୁବକ କନ୍ଦାର ପୁଅମାନଙ୍କୁ ଫୁଟବଲ ପଡିଆରେ ଖେଳିବା ପାଇଁ ବନ୍ଦ କରିଛନ୍ତି ଗାଁ ଲୋକ । କୌଣସି ଲୋକ କିଣାବିକା କରି ନ ଯିବାକୁ ନିର୍ଦ୍ଦେଶ ଦେଇଛି ଅଭିଯୁକ୍ତ ଗୌନ୍ତିଆ । ରାସ୍ତାଘାଟ, ଦୋକାନ, କଥାବାର୍ତ୍ତା, ଖେଳାବୁଲା, ଶ୍ରମିକ ଆଦି ବନ୍ଦ କରି ଦେଇଥିବାରୁ ଆଦିବାସୀ ପରିାବର ଘୋର ନିର୍ଯ୍ୟାତନା, ମାନସିକ ଅବସାଦ, ଭୟ, ଅତଙ୍କ, ଅପମାନିତ, ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଆଦିବାସୀ ପରିବାରକୁ ମାନସିକ ନିର୍ଯ୍ୟାତନା ଓ ଅମାନବିକ ବ୍ୟବହାର କରିବା ପାଇଁ ଗ୍ରାମବାସୀକୁ ଗୌନ୍ତିଆ ରାଧାକାନ୍ତ ପ୍ରଧାନ ବାଧ୍ୟ କରୁଥିବାରୁ ତାକୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ସଂଘ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଠାରେ ଆଜି ଲିଖିତ ଅଭିଯୋଗ କରିଛି । ଏହି ଘଟଣାକୁ ୧୨.୧୦.୨୦୨୦ ରେ ସଦର ଥାନା ବଲାଙ୍ଗିର ରେ ଶ୍ରୀ କନ୍ଦ ଅଭିଯୋଗ କରିଥିଲେ । ରାଧାକାନ୍ତ ପ୍ରଧାନଙ୍କ ନାମରେ ସଦର ଥାନା କେଶ ନଂ. ୩୨୩୯୧ ତା.୧୨.୧୦.୨୦୨୦ ରେ ୩ (୧)୪, ୩ (୧) (୬) ରେ ମାମଳା ରୁଜୁ ହୋଇଛି ।  ଗୌନ୍ତିଆଙ୍କ ନିର୍ଦ୍ଦେଶରେ ପୂର୍ବ ଶତୃତା କୁ କେନ୍ଦ୍ର କରି ସ୍ୱତନ୍ତ୍ର କନ୍ଦାକୁ ୨୫ ଦିନ ତଳେ ମାରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ଦଫା ୫୦୬, ୩୭୯, ୩୪୧, ୨୯୪, ୩୨୩, ୪୨୨, ୩୪ ଓ ଏଟ୍ରୋସିଟି ଏକ୍ସରେ ମାମଲା ରୁଜୁ ହୋଇଛି କିନ୍ତୁ ପୋଲିସ ଅପରାଧିମାନଙ୍କୁ ଗିରଫ କରୁ ନ ଥିବାରୁ ବିଅଁରପାଲି ଗୌନ୍ତିଆ ବାରମ୍ବାର ଅପରାଧ ଘଟାଉଛି ଏବଂ ଆଦିବାସୀମାନଙ୍କୁ ବାସନ୍ଦ, ଏକ ଘରକିଆ କରି ଅତ୍ୟାଚାର କରୁଛି ବୋଲି ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ, ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇ, ଉପାଧ୍ୟକ୍ଷା ବନଲତା ମାଝି କ୍ଷୋଭ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାପାଳ ଏବଂ ଏସ୍‌.ପିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ତୁରନ୍ତ ଅପରାଧିମାନଙ୍କୁ ଗିରଫ ନ କଲେ  ମହାମେଳି ଚେତାବନୀ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like