-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
କଟକ, ସାଲେପୁର: କରୋନା ର ଦୁତୀୟ ଲହରୀ ଚାଲିଥିବା ବେଳେ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ନେବା ପାଇଁ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାପରେ ଯୁବ ସାମ୍ବାଦିକ ମାନଙ୍କୁ ଟିକା ନେବା ପାଇଁ ଅଗ୍ରାଧିକାର ମିଳିଛି। ଏହି ଟିକା କରଣରେ ପ୍ରଥମ ଟୀକା ନେବା ପରେ ଯୁବ ସାମ୍ବାଦିକ ମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)