-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-May-2021
ଆସିକା(ଦୀପକ ଗୌଡ) :ରାଜ୍ୟରେ ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ସମଗ୍ର ରଜ୍ୟରେ ମେ’ ୫ ରୁ ୧୯ ପର୍ଯ୍ୟନ୍ତ ଲକ୍ଡାଉନ୍
ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ଆସିକା ଅଞ୍ଚଳରେ ଲକଡାଉନ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ଆସିକା ପୋଲିସ । ଏ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।
ବଂ ଲକଡାଉନ ସମୟରେ ବୁଦ୍ଧ , ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଦୁଇ ବେଳା ଖାଦ୍ୟ ଓ ଅନ୍ୟ କୌଣସି ସାହାଯ୍ୟ ପାଇଁ ଆସିକା ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରି ଥିବା ସୂଚନା ଦେଲେ