-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

20-Oct-2020



୧.ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ହେବା ସମ୍ଭାବନା*

 

 ୨.ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା , ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ !

 

 ୩.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦବୋଧନ ଦେଇଛନ୍ତି।

 

 ୪.ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌ : ପୁରୀ ଓ ଭୁବନେଶ୍ୱରରୁ ଚଳାଚଳ କରିବ ୮ଟି ଟ୍ରେନ୍‌*

 

 ୫.ଓଡ଼ିଶା କଂଗ୍ରେସ ଦଳ ର ବରିଷ୍ଠ ନେତା*ଗୁରୁପଦ ନନ୍ଦ ଙ୍କ ମୃତ୍ୟୁ*

 

 ୬.ଆଜି ମନେ ପଡନ୍ତି "ଆହେ ଦୟାମୟ ବିଶ୍ବବିହାରୀ, ଘେନ ଦୟାବହି ମୋ’ର ଗୁହାରି।ରଚରିତା ରାମକୃଷ୍ଣ ନନ୍ଦ*

 

 ୭.୨୫୦୦-୩୦୦୦ ଟଙ୍କାରେ 5G ସ୍ମାର୍ଟ ଫୋନ ଦେବ ରିଲାନ୍ସ ଜିଓ*

 

 ୮.ଗ୍ରାମୀଣ କ୍ଷେତ୍ର ଲାଗି ମୋଦି ସରକାରଙ୍କ ବଡ଼ ଯୋଜନା, ଏମିତି ସୁଧୁରିବ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ସମସ୍ୟା*

 

 ୯.ଚନ୍ଦ୍ରପୃଷ୍ଠରେ ୪ଜି ନେଟଓ୍ୱର୍କ ପ୍ରତିଷ୍ଠା କରିବ ନୋକିଆ, ନାସାଠାରୁ ପାଇଲା ୧୪.୧ ମିଲିୟନ ଡଲାର*

 

 ୧୦. +2 ଫଳକୁ ନେଇ ଅସନ୍ତୁଷ୍ଟ ପିଲାଏ ଦେଇପାରିବେ ଅଫ୍‌ଲାଇନ ପରୀକ୍ଷା, ଏବର୍ଷ କୋରୋନା ପାଇଁ +2 ପରୀକ୍ଷା ଅଧାରୁ ବାତିଲ ହୋଇଥିଲା, ବିକଳ୍ପ ପଦ୍ଧତିରେ ପ୍ରକାଶ କରାଯାଇଥିଲା ପରୀକ୍ଷା ଫଳ*

 

 ୧୧.କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ବାଇଁଙ୍କୁ ଗିରଫ କଲା ପୁଲିସ*

 

 ୧୨. ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା

 

 ୧୩.ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା ଆରମ୍ଭ*

 

 ୧୪.ମିଠା ଲାଗୁଛି ନିମ୍ବପତ୍ର : ନିମ୍ବଗଛର ପତ୍ର ପିତା ବଦଳରେ ଲାଗୁଛି ମିଠା ; ନିଆଳି କସର୍ଦା ଅଞ୍ଚଳରେ ଅଲୌକିକ ଘଟଣା*

 

 ୧୫.ରାଜ୍ୟରେ ସ୍କୁଲ ଫି କମିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ।

 

୧୬.ସରିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା,୨୨ରେ ପ୍ରକାଶ ପାଇବ ଦ୍ବିତୀୟ ମେଧା ତାଲିକା।

 

୧୭.ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଅନୁଦାନ।

 

୧୮.ଭୁବନେଶ୍ୱର:ଭିଜିବ ଦଶହରା,ଆଜିଠୁ ୧୪ ଜିଲ୍ଲାରେ ବର୍ଷିବ, ଆସନ୍ତା ୨୮ଯାଏଁ ବର୍ଷା ଲାଗି ରହିବ।

 

୧୯.ଦେଶରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ନାଗରିକ ସଂଶୋଧନ ଆଇନ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

 

୨୦.ଦେଶରେ କମୁଛି କରୋନା ସଂକ୍ରମଣ; ରୋଗୀଙ୍କ ସୁସ୍ଥ ହାର ୮୮%କୁ ବୃଦ୍ଧି : ପ୍ରଧାନମନ୍ତ୍ରୀ

 

୨୧.ଭାରତ-ଆମେରିକା ମାଲୱାର ସମରାଭ୍ୟାସରେ ସାମିଲ ହେବେ ଜାପାନ-ଅଷ୍ଟ୍ରେଲିଆ।

 

 ୨୨.ପାର୍ବଣ ସମୟରେ ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ଲାଗିଲା ଅଙ୍କୁଶ : ଆଜି ଜାରି ହେବ କମିଶନରେଟ ପୋଲିସର ହେଲପଲାଇନ ନମ୍ବର; ଏଯାଏ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ୧୩ ଗିରଫ*

 

 ୨୩.ସରାଙ୍ଗ ବ୍ରାହ୍ମଣୀ ପୋଲ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଦୁଇଜଣ ସ୍ଥାନୀୟ ସରାଙ୍ଗ ଗ୍ରାମର ଦିପୁ ନାୟକ ଓ ସୂର୍ଯ୍ୟ ନାୟକ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି*

 

 ୨୪.ତାଳବଣିଆସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୩୫ଟି ଦୋକାନ ଘରର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ୨ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି*

 

 ୨୫.କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଗରିବ ପରିବାରଗୁଡ଼ିକୁ ଉପଯୁକ୍ତ ଆର୍ଥିକ ସହାୟତା ଦେବା ଲାଗି ‘ପୋଷ୍ୟ ପରିବାର’ ସ୍କିମ୍ ଘୋଷଣା କରିବାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

 

 ୨୬.ଚୀନ୍ ଆକାଶରେ ତିନି ସୂର୍ଯ୍ୟ । ସକାଳୁ ସକାଳୁ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ*ସୂର୍ଯ୍ୟ ଦେଖାଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଶ୍ବ ତମାମ ଆଲୋଚନାର ବିଷୟ ପାଲଟିଛି ।

 

 ୨୭.କମିଲା ସୁନା ଦର, ଆଜି ହିଁ ନେଇ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗହଣା*

 

 ୨୮.ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନୟାପଲ୍ଲୀ, ବାଲିଅନ୍ତା ଓ ନହରକଣ୍ଟାରେ ଥିବା ଘରେ ଓ ଭୁବନେଶ୍ବର ୟୁନିଟ୍‌-୩ରେ ଥିବା ଅଫିସ ଓ ସମ୍ପର୍କୀୟଙ୍କ ଘରେ ରେଡ୍‌, ଜିପିଏଚ୍‌ ଡିଭିଜନ-୨ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ରବୀନ୍ଦ୍ର!

 

 ୨୯.ପୁରୀ: ଖାଲି ବଗି ଥିବା ଏକ ଟ୍ରେନର ୨ଟି ଇଞ୍ଜିନ ଲାଇନଚ୍ୟୁତ, ଖୋର୍ଦ୍ଧା ରୋଡରୁ ଆସୁଥିବା ଟ୍ରେନର ଇଞ୍ଜିନ ଚନ୍ଦନପୁର ତୁଳସୀଚଉରା ମଝିରେ ଲାଇନଚ୍ୟୁତ!

 

 ୩୦.ପଶ୍ଚିମବଙ୍ଗରେ ଦୁର୍ଗାପୂଜା ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ମଣ୍ଡପ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ପୂଜା କର୍ମକର୍ତ୍ତା ମଣ୍ଡପରେ ପ୍ରବେଶ କରିପାରିବେ,

 

 ୩୧.ବୈଜୟନ୍ତଙ୍କୁ ମହଙ୍ଗା ପାକିସ୍ତାନ ମନ୍ତବ୍ୟ : ସବୁ ବର୍ଗରୁ ପ୍ରବଳ ବିରୋଧ , ରାଜ୍ୟଦ୍ରୋହୀ ମନ୍ତବ୍ୟ ପାଇଁ ସାଥ୍ ଦେଲାନି ଦଳ!

 

      


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like