-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
26-Apr-2021
ବାଲିଗୁଡ଼ା(ପ୍ରେରଣା ଖବର) : ଏମିତି ଆସେ ମୃତ୍ୟୁ, ଖେଳୁ ଖେଳୁ ଚାଲିଗଲା ନୀରିହ ଜୀବନ । ବାଲିଗୁଡ଼ା ଥାନା ଅନ୍ତର୍ଗତ ଡ଼ାମିକିଆ ଗାଁରେ ଅଘଟଣ । ଟ୍ରାକ୍ଟରରୁ ଖସି ପଡି ଜଣେ ମୃତ । ମୃତକ ହେଲେ ସଲପଯୋଡ଼ି ଗାଁର ରାହୁଲ ଦିଗାଲ । ଖେଳୁଥିବା ସମୟରେ ଟ୍ରାକ୍ଟରରୁ ଖସି ପଡିଥିଲେ ରାହୁଲ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସେପଟେ ପୁଅକୁ ହରାଇ ପରିବାରରେ ଶୋକରେ ଛାୟା ଖେଳିଯାଇଛି ।