-+91-9937148622 |

prerana_bgr@rediffmail.com |

  Wednesday 13th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||      ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   (12-May-2026)       ||      ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ    (12-May-2026)       ||      ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||      ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ   (12-May-2026)       ||      କାକଟପୁର ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା ପାଳିତ♦️ ପ୍ରାଚୀ ନଦୀରେ ଚାପ ଖେଳିଲେ ରାଧାକୃଷ୍ଣ ଭାବବିହ୍ଵଳ ଶ୍ରଦ୍ଧାଳୁ   (12-May-2026)       ||      ମହାନ୍ ବିପ୍ଳବୀ ଶହୀଦ ମାଧୋ ସିଂ ଙ୍କ ଜୀବନୀ ସମ୍ବନ୍ଧରେ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟର ପ୍ରତିବାଦ କଲା ବିଜେଡି    (12-May-2026)       ||     

HOME   ଜିଲ୍ଲା

ଘାଟିରେ ଓଲଟିଲା ‘ଓମ୍ ସାଇ’, ଏକାଧିକ ଯାତ୍ରୀ ନେଇ ଜୟପୁରରୁ ଯାଉଥିଲା ଅନୁଗୁଳ

26-Apr-2021



ରାୟଗଡା(ପ୍ରେରଣା ଖବର) : ରାୟଗଡ଼ା ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା । ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍‌ । ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଓମ୍‌ ସାଇ ନାମକ ଏକ ବସ୍‌ଟି ଜୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । କିନ୍ତୁ ରାୟଗଡ଼ା ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟି ନିକଟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଛି । ଯାହାଫଳରେ କି ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଘଟମାସ୍ଥଳରୁ ଫେରାର୍‌ ହୋଇଯାଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା   13-May-2026
  ଜିଲ୍ଲା  
ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   12-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   12-May-2026
  ଜିଲ୍ଲା  
*ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   12-May-2026
  ଜିଲ୍ଲା  
ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   12-May-2026
  ଜିଲ୍ଲା  
ଶୋଭନୀୟ ଦେବ କନ୍ୟା ର ବିବାହ   12-May-2026
  ଜିଲ୍ଲା  
ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   12-May-2026
  ଜିଲ୍ଲା  
ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ   12-May-2026
  ଜିଲ୍ଲା  
ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026
  ଜିଲ୍ଲା  
ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ   12-May-2026
  ଜିଲ୍ଲା  
ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   12-May-2026
  ଜିଲ୍ଲା  
*ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   12-May-2026

You Might Also Like