-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ    (23-Jul-2026)       ||      ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   (23-Jul-2026)       ||      *କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   (23-Jul-2026)       ||      ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||      ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା   (22-Jul-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି : ଦୁଇ ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ନିର୍ଝରିଣୀ ପକ୍ଷରୁ ଶୋକସଭା

25-Apr-2021



କଣ୍ଟାବାଞ୍ଜି (ପ୍ରେରଣା ଖବର) ସାରା ବିଶ୍ୱରେ କରୋନାର କରାଳ ଗ୍ରାସରେ ଅନେକ ଜନ ଜୀବନ ନଷ୍ଟ ହୋଇଥିବା ବେଳେ ସିନ୍ଧେକେଲା ଚାନ୍ଦୋତରା ର ବ୍ୟଙ୍ଗ କବି,ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକ ଓ ପାଟଣାଗଡ଼ ନିବାସୀ କବି,ସଂଗଠକ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ନରୋତ୍ତମ ସାହୁ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ କରୋନା ନୀତି ନିୟମ ଅନୁସାରେ ଗୁଗଲ ମିଟ ମାଧ୍ୟମରେ ଭରଚୁଆଲ ଶୋକସଭା ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ହୋଇଯାଇଛି।ନିର୍ଝରିଣୀର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୁତିସଭାରେ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ସୁନାମଧନ୍ୟ କବି ଗାୟକ ଅଶୋକ କୁମାର ସାହୁ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ସୁନ୍ଦର ଭଜନ ମାନ ପରିବେଷଣ କରିଥିଲେ। ସଭାରେ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଗଜାନନ ମିଶ୍ର, ପ୍ରଦୀପ କୁମାର ଦାଶ, ଆଶିଷ କୁମାର ଚନ୍ଦନ, ସନ୍ଦୀପ କୁଅଁର, ନେପାଳ ଚନ୍ଦ୍ର ବାଗ,ସବିତା ଭୋଇ, ସଞ୍ଜୁକ୍ତା ପରିଛ୍ଣା,ଧିରାମଣି ଦାସ,ମମତା ପଣ୍ଡା, ରାଜୀବ ଲୋଚନ ଭୋଇ, ଜ୍ୟୋତିପ୍ରକାଶ ଗଡତ୍ୟା,ନାରାୟଣ ମିଶ୍ର, ମୁରଲୀ ଧର ସିକା,ବିଶ୍ୱଜିତ ସେଠ,ଆଦି ୫୦ରୁ ଉର୍ଦ୍ଧ୍ବ କବି, ଲେଖକ,ସମାଜସେବୀ, ମାନବପ୍ରେମୀ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ମାନଙ୍କୁ ଭକ୍ତି ସୁମନ ଅର୍ପଣ କରିଥିଲେ।ପରିଶେଷରେ ଶ୍ରୀ ଦାଶ ସାମାଜିକ ଦୂରତା,ମାସ୍କ ପରିଧାନ କରିବା ସହିତ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ର ବାର୍ତ୍ତା ଦେଇ ସଭା ସାଙ୍ଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ   23-Jul-2026
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   23-Jul-2026
  ଜିଲ୍ଲା  
*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   23-Jul-2026
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026
  ଜିଲ୍ଲା  
ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    23-Jul-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   23-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   23-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   23-Jul-2026
  ଜିଲ୍ଲା  
ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   23-Jul-2026
  ଜିଲ୍ଲା  
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା   22-Jul-2026

You Might Also Like