-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
19-Oct-2020
ରାଜ୍ଯରେ ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫୬ ଓ ଅନ୍ୟ ୮୨୬ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୨,୭୦,୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା!!ଜ୍ଯରେ ଆଜି ୧୭ ମୁଣ୍ଡ ନେଲା ମହାମାରୀ କରୋନା ।ଏଯାବତ୍ ୧୧୫୨ ଜୀବନ୍ ନେଲାଣି ମହାମାରୀ କରୋନା ।ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!