-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଦେଶ ବିଦେଶ

ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦବୀରେ ରହିବେ ନା ନାହିଁ, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

15-Apr-2021



ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହ ଓ ସଂଯୁକ୍ତ ସଚିବ ଜୟେଷ ଜର୍ଜଙ୍କ ଭାଗ୍ୟଙ୍କ ସୁପ୍ରିମକୋର୍ଟ ନିର୍ଦ୍ଧାରିତ କରିପାରନ୍ତି। ଏହି ୩ ଜଣଙ୍କ ବିରୋଧରେ ବହୁ ଦିନ ହେଲା ଏକ ମାମଲା ବିଚାରାଧୀନ ରହିଛି। ତେବେ ଏହି ୩ଜଣ ନିଜ ନିଜ ପଦବୀରେ ରହିବେ ନା ନାହିଁ ତାହା ସୁପ୍ରିମକୋର୍ଟ ନିର୍ଣ୍ଣୟ ନେବେ। ୨୦୧୯ ଅଗଷ୍ଟରେ ସୁପ୍ରିମକୋର୍ଟ ଦ୍ୱାରା ବିସିସିଆଇର ସମ୍ବିଧାନ ପାରିତ କରାଯାଇଥିଲା। ଏହାପରେ ଏହି ୩ ଜଣ କୁଲିଙ୍ଗ୍ ଅଫ୍ ପିରିୟଡ଼ରେ ଅଛନ୍ତି। ନିୟମ ଅନୁଯାୟୀ, ବିସିସିଆଇର ସମସ୍ତ କ୍ରିକେଟ ପ୍ରଶାସକଙ୍କୁ ୩ ବର୍ଷ ଭିତରେ ନିଜ ପଦବୀ ଛାଡିବାକୁ ହେବ। ଏମାନଙ୍କ କାର୍ଯ୍ୟକାଳ ୨୦୨୦ ମଧ୍ୟଭାଗରେ ସମାପ୍ତ ହୋଇଯାଇଛି।

ନ୍ୟାୟାଧୀଶ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଦୁଇଜଣ ବିଚାରପତି ଗୁରୁବାର ଦିନ ଏହି ପ୍ରସଙ୍ଗରେ ଶୁଣାଣି କରିବେ। ଆଉଟଲୁକରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଷ୍ଟିସ ନାଗେଶ୍ୱର ରାଓ ଓ ଜଷ୍ଟିସ ବିନୀତ ଶରନ ଏହି ମାମଲାକୁ ଏକ ମହତ୍ତ୍ୱପୂର୍ଣ୍ଣ ମାମଲା କହିଛନ୍ତି। କୋଭିଡ୍ ପ୍ରତିବନ୍ଧ ସତ୍ତ୍ୱେ ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

ଜଷ୍ଟିସ ରାଓ ବିସିସିଆଇର ଏହି ମାମଲାର ଶୁଣାଣି କରିବାକୁ ବହୁତ ଇଛୁକ। ଏହା ପୂର୍ବରୁ ୨୦୧୪ରେ ସେ ସଟ୍ଟାବାଜି ଓ ମ୍ୟାଚ ଫିକ୍ସିଙ୍ଗ ମାମଲାର ଯାଞ୍ଚ କରିଥିଲେ। ଚଳିତ ବର୍ଷ ଫେବୃଆରୀରେ ସଲିସିଟର୍ ଜେନେରାଲ୍ ଅଫ୍ ଇଣ୍ଡିଆ ତୁଷାର ମେହତା, ଦି ବିସିସିଆଇ କାଉନ୍ସିଲକୁ ଏହି ମାମଲାକୁ ଆଗକୁ ନେଇଥିବାରୁ ଗାଳି କରିଥିଲେ। ଜଷ୍ଟିସ ରାଓ କହିଥିଲେ ଯେ ସେ ଏହିଭଳି ମାମଲା ସ୍ଥଗିତ ରଖିପାରିବେ ନାହିଁ। ମାମଲାକୁ ପୂର୍ବରୁ ମଧ୍ୟ ୬ଥର ସ୍ଥଗିତ କରାଯାଇଛି, ଆଉ ସ୍ଥଗିତ କରାଯିବନି, ଆମେ ଏଭଳି କରିପାରିବୁନି…ମାର୍ଚ୍ଚ ୨୩କୁ ତାରିଖ ଘୋଷଣା ହୋଇଥିଲା କିନ୍ତୁ ୨୩ରେ ଶୁଣାଣି ହୋଇନଥିଲା। କାରଣ ୨୩ ତାରିଖରେ ଜଷ୍ଟିସ ରାଓକୁ ମରାଠା ରିଜର୍ଭେସନ କେସର ଶୁଣାଣିରେ ବ୍ୟସ୍ତ ଥିଲେ ବୋଲି ସେ କହିଛନ୍ତି।

ବିସିସିଆଇ ଚାହୁଁଚି ଯେ ସୌରଭ ଗାଙ୍ଗୁଲି, ଜୟେଷ ଜର୍ଜ ଓ ଜୟ ଶାହ ବିନା କୁଲିଙ୍ଗ୍ ଅଫ୍ ପିରିୟଡ଼ରେ ନିଜ କାମ କରନ୍ତୁ। ବେଞ୍ଚ ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ସଚିବ ୟୁଦ୍ଧବୀର ସିଂହଙ୍କ ଆବେଦନ ମଧ୍ୟ ସ୍ୱୀକାର କରିଛି। ସମ୍ବିଧାନ କୌଣସି ସରକାରୀ ଅଧିକାରୀଙ୍କୁ ବିସିସିଆଇ କିମ୍ବା ଷ୍ଟେଟ୍ ଆସୋସିଏସନରେ ସାମିଲ ହେବାକୁ ଅନୁମତି ଦେଇନଥାଏ। ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସେ ନିଜ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like