-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ, ପ୍ରଶ୍ନ ଉଠାଇଲେ ଖୋଦ୍ ଶାସକ ଦଳର ବିଧାୟକ ଉମା ସାମନ୍ତରାୟ, କହିଲେ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ, ଯେତିକି ବେଡ୍ ଅଛି, ତାହାଠାରୁ ଅଧିକ ରୋଗୀ ଆସୁଛନ୍ତି!!*