-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ପୁରୀ, (ସମୀର ରଞ୍ଜନ ନାୟକ ): ସ୍ଵଛତାରେ ପୁରୀ ସହର ହେବ ଏକ ନମ୍ବର ଏହି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସେ ବା ଆରମ୍ଭ ହୋଇଛି l ଶ୍ରୀ କ୍ଷେତ୍ରର ପବିତ୍ର ମାଟିକୁ ଯେମିତି ଅଳିଆ ନ ଛୁଇଁବ ସେଥିପାଇଁ ପ୍ରତି ଶନିବାର ସକାଳ 6 ରୁ 8.30 ଟା ଯାଏ ବଡ଼ଦାଣ୍ଡକୁ ସଫା କରାଯାଉଛି l ବଡ଼ଦଣ୍ଡର 5 ଟି ସ୍ଥlନ ଶ୍ରୀ ମନ୍ଦିର କାର୍ଯ୍ୟଳୟ ନିକଟ, ମାର୍କେଟ ଛକ ,ଡାକ୍ତରଖାନା ଛକ ,ବଡ଼ଶଙ୍ଖ ଓ ଗୁଣ୍ଡିଚା ମନ୍ଦିର ମଞ୍ଚ ତିଆରୀ କରାଯାଇ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବା ସହିତ ରଙ୍ଗୋଲି ଚିତ୍ରକଳା ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହେଉଛି l