-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ସମ୍ବଲପୁର (ପ୍ରେରଣା ଖବର) - ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଳକ କଳାମାଟି ଗ୍ରାମପଞ୍ଚାୟତ ସାନଟିକ୍ରା ଠାରେ ଷୋଳପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଗତ ୧୫ତାରିଖରେ ଆରମ୍ଭ ହୋଇ ୧୭ତାରିଖ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଥିଲା।କର୍ତ୍ତା ଭାବରେ କାଳିନ୍ଦୀ ଚରଣ ସାହୁ ଓ ଧର୍ମପତ୍ନୀ ଅନୁସୟl ସାହୁ ଦାୟିତ୍ବ ତୁଲାଇଥିଲେ ।ପଣ୍ଡିତ ବଟକୃଷ୍ଣ ଯୋଶୀ ପୂଜା କାର୍ଯ୍ୟ ହୋମଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ ।ପୂର୍ଣ୍ଣାହୁତି ଉତ୍ସବରେ ତୁମଗା ଓ ତୁଲୁଣ୍ଡି କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ ।ଗଜିନ୍ଦ୍ର ସାହୁ,ବାଳକୃଷ୍ଣ ସାହୁ,ନିତ୍ୟାନନ୍ଦ ସାହୁ,ନିରଂଜନ ଷଡଙ୍ଗୀ,ଗୌରଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।ଉପଦକ୍ଷl ସୁଷମା ସାହୁ ,ସରପଞ୍ଚ ଶ୍ରୀହରି ନାଗ ଯୋଗଦାନ କରିଥିଲେ ।ଅନ୍ନକୋଟ ର ବ୍ୟବସ୍ଥା କରାଯାଇଥିଲା ।