-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||      ସ୍ତ୍ରୀ କୁ ହାଣି ହତ୍ୟା କଲା ସ୍ୱାମୀ - ଥାନା ରେ ଅଟକ ସ୍ୱାମୀ    (24-Jul-2026)       ||      ତଳସରା ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ   (23-Jul-2026)       ||      ଦିଲ୍ଲୀ ଜନ୍ତର-ମନ୍ତର ପ୍ରତିବାଦ ଓ ବିଜେଡ଼ି-କଂଗ୍ରେସ ଦୋମୁହାଁ ନୀତି ବିରୋଧରେ ବିଜେପିର ବିଶାଳ ଗର୍ଜନ*   (23-Jul-2026)       ||     

HOME   

30-Nov--0001



 ବଲାଙ୍ଗୀର,(ପ୍ରେରଣା ଖବର) : ରାଜ୍ୟ ସରକାର ମୋ ସରକାର ଓ ୫ ଟି ର ନାରା ଦେଇ ଜନସାଧାରଣ ଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ରେ ବ୍ୟବସ୍ଥା ସରଳୀକରଣ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ  । ଲୋକେ ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ଗୁଡ଼ିକ ପାଇବା ରେ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀ ନିଜ ଖାମଖିଆଲ କାର୍ଯ୍ୟକଳାପ ଓ ନିଜ ଦାଇତ୍ଵ ସମାପନ ରେ ଅବହେଳା ସତ୍ୱେ ସାଧାରଣ ବାରମ୍ବାର, ତହସିଲଦାର ଓ ଆର, ଆଇ ଅଧିକାରୀ ଙ୍କ ନିକଟରେ ଆବେଦନ କରିବା ଓ ଅଭିଯୋଗ ସତ୍ୱେ ସୁଫଳ ନ ମିଳିବା ଅଭିଯୋଗ ହୋଇଛି । ସେହିପରି ସରକାରୀ ଭାବେ କୋଭିଡ ବା କରୋନା ଭୂତାଣୁ  ଯୋଗୁଁ ମୃତ୍ୟୁ ବରଣ କରିଥିବା ସତ୍ୱେ ଜିଲ୍ଲାରେ ଏହାର ଆକଳନ କରାଯାଇ ସରକାର ଙ୍କ ପ୍ରଦତ୍ତ ଯୋଜନା ରେ ସାମିଲ ନେଇ ସମ୍ପୁର୍ଣ୍ଣ ନିରବ ରହିଯାଇ ଚରମ ଅବହେଳା କରୁଥିବା ବେଳେ ମୃତକ ଙ୍କ ପରିବାର ଅସହ୍ୟ ଦୁଃଖ, ଦୁର୍ଦ୍ଦଶା ଦେଇ ଗତି କରୁଥିବା ଅଭିଯୋଗ ହୋଇଆସୁଛି ।   ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ଗୁଡ଼ିକ  ରେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆସୁଥିବା ସାଧାରଣ ଲୋକେ ଆବେଦନ ପତ୍ର ପାଇଁ ଦୀର୍ଘ ମାସ ଧରି ଧାଇଁ ଆସୁଥିବା ଓ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଅନେକ ତହସିଲ ଓ ଆର, ଆଇ କାର୍ଯ୍ୟାଳୟ କାର୍ଯ୍ୟକାରୀ ସରକାରୀ ଭାବେ କରାଯାଇଛି । ସାଧାରଣ ଲୋକେ ହଇରାଣ, ହରକତ ର ଶିକାର ନ ହେବା ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ସହ ସରକାର ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ମନମୁଖୀ ଭାବେ ତାହାର ଖିଲାପ କରି ଆର, ଆଇ, ତଥା ତହସିଲ କାର୍ଯ୍ୟାଳୟ ଗୁଡିକରେ ମନମୁଖୀ ଭାବେ ପରିଚାଳନା କରିବା ସହ ହିତାଧିକାରୀ ଙ୍କୁ ଦୁର୍ଦ୍ଦଶା ର ଶିକାର ହେଉଥିବା ଜିଲ୍ଲା ଜନସେବା ସଙ୍ଘ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ।  ତହସିଲ କାର୍ଯ୍ୟାଳୟ ରେ ଏହାକୁ ଖୁଲମ୍ ଖୁଲା ଉଲ୍ଲଂଘନ କରାଯାଉଛି, ଯାହା ଫଳ ରେ ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି ଓ ଅନେକ ଛାତ୍ରଛାତ୍ରୀ ପାଠ ପଢା ଓ ଚାକିରି କ୍ଷେତ୍ର ରେ ପ୍ରମାଣ ପତ୍ର ଦାଖଲ କରିବାରେ ହଇରାଣ ମଧ୍ୟ ହେଉଛନ୍ତି। ଏହି ତଥ୍ୟ ତହସିଲ ଦାର ମାନଙ୍କୁ ଙ୍କୁ ଜଣେଇଲେ ମଧ୍ୟ କୌଣସି ଫଳ ମିଳୁନଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି । କିପରି ସମସ୍ତ ପ୍ରମାଣ ପତ୍ର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳି ପାରିବ ତଥା ଅନ୍ୟ ସମସ୍ତ ଜରୁରୀ କାଳୀନ ସେବା ପ୍ରଦାନ  ନେଇ ଜିଲ୍ଲା ର ୧୨ ଗୋଟି ତହସିଲ ର ଅଧିକାରୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଜ ନିୟନ୍ତ୍ରଣ କ୍ରମେଃ ପରିଚାଳିତ କରିବା ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ

ଜନସେବା ସଙ୍ଘ ଜିଲ୍ଲା ସଭାପତି ଶ୍ରୀ ଲମ୍ବୁଧର ଛାତ୍ରୀୟ। ଅନୁଷ୍ଠିତ ବୈଠକରେ ପ୍ରକାଶ କରିଛନ୍ତି । ବିଭିନ୍ନ ତହସିଲଦାର ତଥା ଆର, ଆଇ କାର୍ଯ୍ୟାଳୟ ଗୁଡିକ ମାସ,ମାସ ଧରି ଖୋଲା ଯାଉ ନ ଥିବା ଓ କୌଣସି ଉଚ୍ଚ ଅଧିକାରୀ ଙ୍କୁ ଖାତିର ନ ଥିବା ଓ ମାସିକ ଦରମା ସହ ଅନ୍ୟ ସମସ୍ତ ସହଯୋଗ ସରକାର ଙ୍କ ନିକଟରୁ ପାଇ ଏପରି କାର୍ଯ୍ୟକଳାପ ବଲାଙ୍ଗୀର ଜିଲ୍ଲାରେ ଚାଲିବା ନେଇ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ଦାବି ହେଉଛି । ଵିଶେଷ କରି କୋଭିଡ କୁ ନେଇ ମୃତକ ଙ୍କ ପରିବାର ବର୍ଗ କୁ ଏହି ତହସିଲ ସ୍ତରରେ କିପରି ସମସ୍ତ ସରକାରୀ ସୁବିଧା, ସୁଯୋଗ ମିଳି ପାରିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସେବା ସଙ୍ଘ ଦାବି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026
  ଜିଲ୍ଲା  
*ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   24-Jul-2026
  ଜିଲ୍ଲା  
ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି   24-Jul-2026
  ଜିଲ୍ଲା  
ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   24-Jul-2026

You Might Also Like