-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଦେଶ ବିଦେଶ

ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି। ବୌଦ୍ଧ ଭିକ୍ଷୁଙ୍କ ବେଶରେ ଦୃଷ୍ଟିର ଆକର୍ଷଣ କଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ : ଆଇପିଏଲ୍ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ରିଲିଜ କଲା ଷ୍ଟାର ସ୍ପୋର୍ଟସ୍

16-Mar-2021



(ପ୍ରେରଣା ଖବର ବ୍ୟୁରୋ) : ବୌଦ୍ଧ ଭିକ୍ଷୁଙ୍କ ବେଶରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମ୍. ଏସ୍. ଧୋନିଙ୍କ ନୂଆ ରୂପ । ବୌଦ୍ଧ ଭିକ୍ଷୁ ବେଶ ହୋଇଛନ୍ତି ସୁପର କୁଲ୍ ଧୋନି । ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନୀଙ୍କ ଏଭଳି ବେଶ ରିଲିଜ ହୋଇଛି॥ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନିଙ୍କ ଏଭଳି ବେଶ ରିଲିଜ ହୋଇଛି । ଧୋନି ଯେତେବେଳେ ବି ପଡିଆକୁ ଓହ୍ଲାନ୍ତି ଦର୍ଶକମାନେ ତାଙ୍କ ଠାରୁ ସ୍ମରଣୀୟ ଇନିଂସ ଆଶା ରଖିଥାନ୍ତି । ପଡିଆରେ ସବୁବେଳେ କୁଲ ରହୁଥିବା ଧୋନିବି ଫ୍ୟାନ ମାନଙ୍କୁ ନିରାଶ କରି ନଥାନ୍ତି  । ଟିମ ଯେତେବେଳେ କଠିନ ପରିସ୍ଥିତିର ସାମ୍ନା କରିଥାଏ ଧୋନି ସେତେବେଳେ ସାଥି ଖେଳାଳିମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥାନ୍ତି  । ଶାନ୍ତ ସ୍ୱଭାବର ଧୋନି ପଡିଆରେ କେବେ ରାଗିବା ଦେଖା ଯାଇ ନଥାଏ l ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି । ଧୋନି ନିଜର ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କ୍ୟାରିୟର ଆରମ୍ଭରେ ଧୋନିଙ୍କ ଲମ୍ବାକେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ସେହି ଷ୍ଟାଇଲିସ ଲୁକ୍ କ୍ରିକେଟ ଫ୍ୟାନ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଆଉ ଏବେ ନିଜ କ୍ୟାରିୟର ସାୟାହ୍ନରେ ନୂଆ ରୂପରେ ଧୋନିଙ୍କ ଆବିର୍ଭାବ ହୋଇଛି ଆଇପିଏଲର ମ୍ୟାଚ ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ଧୋନିଙ୍କ ଏଭଳି ବେଶ ରିଲିଜ ହୋଇଛି । ଧୋନି ଯେତେବେଳେ ବି ପଡିଆକୁ ଓହ୍ଲାନ୍ତି ଦର୍ଶକମାନେ ତାଙ୍କ ଠାରୁ ସ୍ମରଣୀୟ ଇନିଂସ ଆଶା ରଖିଥାନ୍ତି । ପଡିଆରେ ସବୁବେଳେ କୁଲ ରହୁଥିବା ଧୋନିବି ଫ୍ୟାନ ମାନଙ୍କୁ ନିରାଶ କରି ନଥାନ୍ତି  । ଟିମ ଯେତେବେଳେ କଠିନ ପରିସ୍ଥିତିର ସାମ୍ନା କରିଥାଏ ଧୋନି ସେତେବେଳେ ସାଥି ଖେଳାଳିମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥାନ୍ତି  । ଶାନ୍ତ ସ୍ୱଭାବର ଧୋନି ପଡିଆରେ କେବେ ରାଗିବା ଦେଖା ଯାଇ ନଥାଏ॥ କ୍ରିକେଟର ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର ସେ ନେତୃତନେ ଇଛନ୍ତି ।  ଚେନ୍ନାଇର ସୁପର କିଙ୍ଗସର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂ ଧୋନି ଆଇପିଏଲ ମ୍ୟାଚରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାର ନଜିର ରହିଛି । କିନ୍ତୁ ୨୦୨୦ ଆଇପିଏଲ ଧୋନିଙ୍କ ପାଇଁ ସେତେ ଭଲ ନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫକୁ ଉନ୍ନୀତ ହୋଇ ପାରିନଥିଲା । ତେଣୁ ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲରେ ଧୋନି ପୁଣି ଥରେ ତାଙ୍କ ଫର୍ମ ଫେରି ପାଇବା ସହ ଚେନ୍ନାଇକୁ ଆଉ ଥରେ ଟାଇଟଲ ଦେବାକୁ ଲକ୍ଷ୍ୟ ରଖିଛନ୍ତି॥ଆଇପିଏଲ ପକ୍ଷରୁ ସୋସିଆଲ ମିଡିଅରେ ରିଲିଜ କରାଯାଇଥିବା ଭିଡିଓରେ ଧୋନି କୁନି କ୍ରିକେଟର ମାନଙ୍କୁ ଲୋଭର ଅପକାରିତା ସମ୍ପର୍କରେ ବୁଝାଉଛନ୍ତି । କିନ୍ତୁ ବିଜୟ ପାଇଁ ଖେଳାଳିମାନଙ୍କ ମନରେ ଯେଉଁ ଲୋଭ ଥାଏ, ତାହା ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ଭିଡିଓରେ ଦର୍ଶାଯାଇଛି॥


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like