ପ୍ରେମ ଅନ୍ଧ ହୋଇଥାଏ ଏହା ତ ଆପଣ ଜାଣିଥିବେ ଆଜି ଆମେ ଆପଣଙ୍କୁ ଏକ ଏଭଳି କାହାଣୀ କହିବାକୁ ଯାଉଛୁ ଯାହା ସତରେ ପ୍ରମାଣ କରିବ ଯେ ପ୍ରେମ ବୀନା ବଞ୍ଚିବା କଷ୍ଟ ଆଉ ପ୍ରେମ ପାଇଁ ଲୋକ ନିଜ ଜୀବନ ହରିବାକୁ ବି ପଛାନ୍ତିନୀ । ପ୍ରେମ କେତେ ଭଲ ଆପଣ ଏହି ନ୍ୟୁଜ୍ ପଢିଲା ପରେ ଜାଣି ପାରିବେ । ଏହି କାହାଣୀ ହେଲା ମଧ୍ୟ ପ୍ରଦେଶର, ଆକାଶ ନାମକ ଜଣେ ଯୁବକ ନିଜ ପ୍ରେମକୁ ପାଇବା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଇଥିଲା ।*

  *ନିମଚର ମନ୍ଦସୋର ଓ ରତଲାମ ଜିଲ୍ଲାରେ ପ୍ରାୟ ୬୮ ଗାଁ ରେ ବାଂଛଡା ସମୁଦାୟ ୨୫୦ ଜଣ ସମୁଦାୟ ଅଛନ୍ତି । ଯେଉଁଠି ଖୋଲାରେ ବୈଶ୍ୟାବୃତ୍ତି ହୋଇଥାଏ । ଏହି ସମୁଦାୟ ଛୋଟ ଝିଅକୁ ଦେହ ବ୍ୟାପାର ପଠାଇବା ପାଇଁ ଆଉ କେହି ନୁହେଁ ବରଂ ନିଜ ବାପା ମା ଥାନ୍ତି । ଏହା ବହୁତ ସମୟ ହେଲା ଚାଲିଆସୁଛି । ତେବେ ଆକାଶ ଓ ଭାରତୀ ଦୁହେଁ ବାଂଛଡା ସମୁଦାୟର ଅଟନ୍ତି । ସେ ବାଂଛଡା ସମୁଦାୟ ଯେଉଁଠି ମାଲବା ନାବାଳିକା ଛୁଆଙ୍କୁ ବୈଶ୍ୟାବୃତ୍ତିର ଦାଗ ଲଗାଯାଇଥାଏ ।

*ଆଜ୍ ତକ୍ ରିପୋର୍ଟ ଅନୁସାରେ ବାଂଛଡା ସମୁଦାୟରେ ନାବାଳିକ ଝିଅମାନେ ଏହି ଜୀବନରୁ ବଞ୍ଚିବାପାଇଁ ନିଜକୁ ଠିକ୍ କରିନେଲେ । ଆକାଶ ଏଥିପାଇଁ ଫ୍ରିଡମ୍ ଫର୍ମ ନାମରେ ଏକ ଏନ୍ ଜିଓ ସହ ମିଶି କାମ କରିବାକୁ ଲାଗିଲା । ଏନ୍ ଜିଓ ରେ ମିଶି ସେ ପ୍ରାୟ ୬୦ ଜଣ ଝିଅ ମାନଙ୍କୁ ଦେହ ବ୍ୟାପାରରୁ ରକ୍ଷା କରିପାରିଥିଲା ।ସେହି ରେସକ୍ୟୁ ମିଶନ୍ ବେଳେ ତାର ସାକ୍ଷାତ ଭାରତୀ ସହ ହୋଇଥିଲା ।ଆକାଶ ବହୁ ଚେଷ୍ଟା କରି ନିମଚର ଏକ ହଷ୍ଟେଲ୍ ରେ ଭାରତୀକୁ ଭର୍ତ୍ତୀ କରାଇଲେ କାହିଁକି ନା ସେ ପଢିବାକୁ ଚାହୁଁଛି ବୋଲି ଆକାଶକୁ କହିଥିଲା।*

  *କିନ୍ତୁ କିଛି ଦିନ ପରେ ତା ମା ତାଙ୍କୁ ହଷ୍ଟେଲ୍ ରୁ ବାହାର କରି ସେ ବେଶ୍ୟାବୃତ୍ତି ସ୍ଥାନକୁ ନେଇଗଲେ । ଭାରତୀର ମୋବାଇଲ୍ ଛଡେଇନେଲେ ଓ ଏହା ସହ ପଞ୍ଚାୟତ ଡାକି ଆକାଶକୁ ଭାରତୀ ଠାରୁ ଦୂରେଇ ରହିବାପାଇଁ ଆଦେଶ ବି ଦେଇଥିଲେ । କିଛି ସମୟ ପରେ ଆକାଶ ସାହାର୍ଯ୍ୟରେ ଏନ୍ ଜିଓ ଓ ପୋଲିସ୍ ଦ୍ୱାରା ସେ ଜାଗାକୁ ଛାପା ମରାଗଲା । ଆକାଶର ପ୍ରୟାସରୁ ଭାରତୀ ପାଠପଢା ଆରମ୍ଭ କରିଦେଇଥିଲା । ଡେରି କାରଣାରୁ ଭାରତୀକୁ ନବମ କ୍ଲାସରେ ଆଡ୍ ମିଶନ୍ ମିଳିପାରିଲା । ଭାରତୀ ଏହି ବର୍ଷ ୨୧ ଜାନୁୟାରୀ କୁ ସାବାଳିକା ହୋଇଯିବ ।

  ଆକାଶ ଓ ଭାରତୀ ବାଂଛଡା ସମୁଦାୟରେ ଯେଉଁ ଦାଗ ଲାଗିଛି ତାକୁ ମିଟାଇବାପାଇଁ ମିଶିକରି ଫଇସଲା ନେଇଛନ୍ତି, ସେଥିପାଇଁ ସେ ବିବାହ କରିଛନ୍ତି । ନିମଚର ଏସପି ମନୋଜ ସିଂ ଏହି ମଉକାରେ ଆକାଶ ଓ ଭାରତୀର ସୁଖୀ ଜୀବନର ଆଶିର୍ବାଦ ବି ଦେଲେ । ମଧ୍ୟ ପ୍ରଦେଶର ନିଜମରେ ଆକାଶ ଓ ଭାରତୀ କୋର୍ଟରେ ବିବାହ କରିଥିଲେ |

    "/>

-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||      ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||     

HOME   ବିଶେଷ

ଭିନ୍ନ ଏକ ପ୍ରେମ କାହାଣୀ- ବେଶ୍ୟା କୋଠିରୁ ଝିଅକୁ ମୁକୁଳାଇ ବିବାହ କରିଲେ ଏହି ଯୁବକ

16-Oct-2020

ପ୍ରେମ ଅନ୍ଧ ହୋଇଥାଏ ଏହା ତ ଆପଣ ଜାଣିଥିବେ ଆଜି ଆମେ ଆପଣଙ୍କୁ ଏକ ଏଭଳି କାହାଣୀ କହିବାକୁ ଯାଉଛୁ ଯାହା ସତରେ ପ୍ରମାଣ କରିବ ଯେ ପ୍ରେମ ବୀନା ବଞ୍ଚିବା କଷ୍ଟ ଆଉ ପ୍ରେମ ପାଇଁ ଲୋକ ନିଜ ଜୀବନ ହରିବାକୁ ବି ପଛାନ୍ତିନୀ । ପ୍ରେମ କେତେ ଭଲ ଆପଣ ଏହି ନ୍ୟୁଜ୍ ପଢିଲା ପରେ ଜାଣି ପାରିବେ । ଏହି କାହାଣୀ ହେଲା ମଧ୍ୟ ପ୍ରଦେଶର, ଆକାଶ ନାମକ ଜଣେ ଯୁବକ ନିଜ ପ୍ରେମକୁ ପାଇବା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଇଥିଲା ।*

  *ନିମଚର ମନ୍ଦସୋର ଓ ରତଲାମ ଜିଲ୍ଲାରେ ପ୍ରାୟ ୬୮ ଗାଁ ରେ ବାଂଛଡା ସମୁଦାୟ ୨୫୦ ଜଣ ସମୁଦାୟ ଅଛନ୍ତି । ଯେଉଁଠି ଖୋଲାରେ ବୈଶ୍ୟାବୃତ୍ତି ହୋଇଥାଏ । ଏହି ସମୁଦାୟ ଛୋଟ ଝିଅକୁ ଦେହ ବ୍ୟାପାର ପଠାଇବା ପାଇଁ ଆଉ କେହି ନୁହେଁ ବରଂ ନିଜ ବାପା ମା ଥାନ୍ତି । ଏହା ବହୁତ ସମୟ ହେଲା ଚାଲିଆସୁଛି । ତେବେ ଆକାଶ ଓ ଭାରତୀ ଦୁହେଁ ବାଂଛଡା ସମୁଦାୟର ଅଟନ୍ତି । ସେ ବାଂଛଡା ସମୁଦାୟ ଯେଉଁଠି ମାଲବା ନାବାଳିକା ଛୁଆଙ୍କୁ ବୈଶ୍ୟାବୃତ୍ତିର ଦାଗ ଲଗାଯାଇଥାଏ ।

*ଆଜ୍ ତକ୍ ରିପୋର୍ଟ ଅନୁସାରେ ବାଂଛଡା ସମୁଦାୟରେ ନାବାଳିକ ଝିଅମାନେ ଏହି ଜୀବନରୁ ବଞ୍ଚିବାପାଇଁ ନିଜକୁ ଠିକ୍ କରିନେଲେ । ଆକାଶ ଏଥିପାଇଁ ଫ୍ରିଡମ୍ ଫର୍ମ ନାମରେ ଏକ ଏନ୍ ଜିଓ ସହ ମିଶି କାମ କରିବାକୁ ଲାଗିଲା । ଏନ୍ ଜିଓ ରେ ମିଶି ସେ ପ୍ରାୟ ୬୦ ଜଣ ଝିଅ ମାନଙ୍କୁ ଦେହ ବ୍ୟାପାରରୁ ରକ୍ଷା କରିପାରିଥିଲା ।ସେହି ରେସକ୍ୟୁ ମିଶନ୍ ବେଳେ ତାର ସାକ୍ଷାତ ଭାରତୀ ସହ ହୋଇଥିଲା ।ଆକାଶ ବହୁ ଚେଷ୍ଟା କରି ନିମଚର ଏକ ହଷ୍ଟେଲ୍ ରେ ଭାରତୀକୁ ଭର୍ତ୍ତୀ କରାଇଲେ କାହିଁକି ନା ସେ ପଢିବାକୁ ଚାହୁଁଛି ବୋଲି ଆକାଶକୁ କହିଥିଲା।*

  *କିନ୍ତୁ କିଛି ଦିନ ପରେ ତା ମା ତାଙ୍କୁ ହଷ୍ଟେଲ୍ ରୁ ବାହାର କରି ସେ ବେଶ୍ୟାବୃତ୍ତି ସ୍ଥାନକୁ ନେଇଗଲେ । ଭାରତୀର ମୋବାଇଲ୍ ଛଡେଇନେଲେ ଓ ଏହା ସହ ପଞ୍ଚାୟତ ଡାକି ଆକାଶକୁ ଭାରତୀ ଠାରୁ ଦୂରେଇ ରହିବାପାଇଁ ଆଦେଶ ବି ଦେଇଥିଲେ । କିଛି ସମୟ ପରେ ଆକାଶ ସାହାର୍ଯ୍ୟରେ ଏନ୍ ଜିଓ ଓ ପୋଲିସ୍ ଦ୍ୱାରା ସେ ଜାଗାକୁ ଛାପା ମରାଗଲା । ଆକାଶର ପ୍ରୟାସରୁ ଭାରତୀ ପାଠପଢା ଆରମ୍ଭ କରିଦେଇଥିଲା । ଡେରି କାରଣାରୁ ଭାରତୀକୁ ନବମ କ୍ଲାସରେ ଆଡ୍ ମିଶନ୍ ମିଳିପାରିଲା । ଭାରତୀ ଏହି ବର୍ଷ ୨୧ ଜାନୁୟାରୀ କୁ ସାବାଳିକା ହୋଇଯିବ ।

  ଆକାଶ ଓ ଭାରତୀ ବାଂଛଡା ସମୁଦାୟରେ ଯେଉଁ ଦାଗ ଲାଗିଛି ତାକୁ ମିଟାଇବାପାଇଁ ମିଶିକରି ଫଇସଲା ନେଇଛନ୍ତି, ସେଥିପାଇଁ ସେ ବିବାହ କରିଛନ୍ତି । ନିମଚର ଏସପି ମନୋଜ ସିଂ ଏହି ମଉକାରେ ଆକାଶ ଓ ଭାରତୀର ସୁଖୀ ଜୀବନର ଆଶିର୍ବାଦ ବି ଦେଲେ । ମଧ୍ୟ ପ୍ରଦେଶର ନିଜମରେ ଆକାଶ ଓ ଭାରତୀ କୋର୍ଟରେ ବିବାହ କରିଥିଲେ |

News Comment

Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026
  ଜିଲ୍ଲା  
ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   19-Mar-2026
  ଜିଲ୍ଲା  
ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   19-Mar-2026
  ଜିଲ୍ଲା  
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   19-Mar-2026
  ଜିଲ୍ଲା  
ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   19-Mar-2026
  ଜିଲ୍ଲା  
ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   19-Mar-2026
  ଜିଲ୍ଲା  
ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   19-Mar-2026
  ଜିଲ୍ଲା  
ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   19-Mar-2026
  ଜିଲ୍ଲା  
ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   19-Mar-2026

You Might Also Like