-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
14-Mar-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) -ରାଜ୍ଯରେ ଚିହ୍ନଟ ହେଲେ ୭୧ ନୂଆ କରୋନା ଆକ୍ରାନ୍ତ ।କ୍ୱାରେଣ୍ଟାଇନରୁ ୪୩ ଲୋକାଲ କଣ୍ଟାକ୍ଟ ୨୮। ଏଯାବତ୍ ରାଜ୍ଯରେ ୩,୩୮,୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା॥