-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଭୁବନେଶର (ପ୍ରେରଣା ଖବର) : ଭୁବନେଶର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି AIIMS ଠାରେ COVID_Vaccine, COVAXIN ଗ୍ରହଣ କଲେ lସମସ୍ତେ ନିଜ ନିଜର ସମୟ ଆସିଲେ ନିଶ୍ଚିତ ଭାବେ ଏହି ଟିକା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ସାଂସଦ ମହୋଦୟା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି l