-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ରାଉରକେଲା(ପ୍ରେରଣା ଖବର) :ବନ୍ଧମୁଣ୍ଡା ଥାନା ମିଲନନଗର ରାସ୍ତା କଡରେ ରେଲୱେ କର୍ମଚାରୀ ଜିତେନ୍ଦ୍ର ରକସାଙ୍କୁ ହତ୍ୟା ଘଟଣା। ଦୁଇଜଣ ଅଭିଯୁକ୍ତ ବନ୍ଧମୁଣ୍ଡା ଥାନା ପୋଲିସ ଦ୍ବାରା ଗିରଫ। ଦୁଇ ଅଭିଯୁକ୍ତ ଙ୍କ ନିକଟରୁ ଗୋଟିଏ ବାଇକ ଓ ହତ୍ୟାରେ ବ୍ୟବହୃତ ଇଟା ଜବତ। ପୁର୍ଵ ଶତୃତାକୁ କେନ୍ଦ୍ର କରି ଗତ ଡିସେମ୍ବର ମାସ ୧୮ ତାରିଖ ରାତିରେ ହୋଇଥିଲା ହତ୍ୟାକାଣ୍ଡ। ଇଟା ଓ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଦୁଇ ଗିରଫ ଅଭିଯୁକ୍ତଙ୍କୁ ବନ୍ଧମୁଣ୍ଡା ଥାନରେ ଅଟକ ରଖାଯାଇ ପଚରାଉଚରା ଜାରି ରଖିଛି ପୋଲିସ l