-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
26-Sep-2020
ରାଜନେତାଙ୍କ କେଉଁ ସବୁ ମାମଲାରେ ଉପରିସ୍ଥ ଅଦାଲତଙ୍କ ରହିତାଦେଶ ରହିଛି ସେ ନେଇ ମଧ୍ୟ ଜଣାଇବାକୁ ରେଜିଷ୍ଟରଙ୍କୁ କୁହାଯାଇଛି। ରାଜନୀତିକୁ ଅପରାଧମୁକ୍ତ କରିବାକୁ ଅପରାଧିକ ପୃଷ୍ଟଭୂମି ଥିବା ବିଧାୟକ ଓ ସାଂସଦମାନଙ୍କ ବିରୋଧରେ ଥିବା ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ୨୦୧୬ରେ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।ଏହି ମାମଲାର ଶୁଣାଣି କରି ସମସ୍ତ ହାଇକୋର୍ଟଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ!!