-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଦେଶ ବିଦେଶ

ମଦୁଆ ସ୍ଵାମୀଙ୍କୁ ପତ୍ନୀଙ୍କ ଉଚିତ୍ ଶାସ୍ତି ! ଅଟୋରେ ବାନ୍ଧି ଘୋଷାଡି ନେଲେ, କହିଲେ…

27-Feb-2021



ସୁରଟ (ପ୍ରେରଣା ଖବର ବ୍ୟୁରୋ): ମଦୁଆ ସ୍ଵାମୀଙ୍କୁ ସାବାଡ୍ କରିବା ପାଇଁ ପତ୍ନୀମାନେ ଅନେକ ପ୍ରକାରର ପନ୍ଥା ଆପଣେଇଥାନ୍ତି। କିଏ ମଦ ପିଇବା ଛାଡିଲେ ଏକାଠି ରହିବା କଥା କୁହନ୍ତି ତ, କିଏ ଔଷଧ ଖୁଆଇ ସ୍ଵାମୀଙ୍କୁ ମଦ ପିଇବାର ବଦ୍‌ ଅଭ୍ୟାସ୍‌ଠୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ଆପଣ ପେଟେଣ୍ଟ ମେଡିସିନ କଥା ବି ଶୁଣିଥିବେ ଏବଂ ପଢିଥିବେ ମଧ୍ୟ। ହେଲେ ଆପଣ ବୋଧହୁଏ ଏମିତି ଘଟଣା ନା ଶୁଣିଥିବେ ନା  ଜାଣିଥିବେ, ଯେଉଁଠି ଜଣେ ପତ୍ନୀ ନିଜ ମଦୁଆ ସ୍ଵାମୀଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ତାକୁ ଗାଡିରେ ବାନ୍ଧି ଘୋଷାଇ ଘୋଷାଇ ନେଇଛି। ଏମିତି ଘଟଣା ଗୁଜରାଟର ସୁରଟ୍ ଜିଲ୍ଲା ପଲସାଣା ତହସିଲ ଅନ୍ତର୍ଗତ କଡୋଦରା ଗାଁରେ ଘଟିଛି। ଏହି ଚାଞ୍ଚଲ୍ୟକର ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଶୁକ୍ରବାର ପତ୍ନୀ ଜଣକ ନିଜ ଭାଇ ସହ ମିଶି ସ୍ଵାମୀଙ୍କୁ ଏକ ଓଟୋ ପଛରେ ବାନ୍ଧି ପ୍ରାୟ ଅଧ କିଲୋମିଟର ଘୋଷାଡି ନେଇଛି। ଓଟୋ ଅଟକିବା ପରେ ସ୍ଥାନୀୟ ଲୋକ ଦୁଇ ଅଭିଯୁକ୍ତଙ୍କୁ ମାଡ ମାରି ପୋଲିସ ହାତରେ ହସ୍ତାନ୍ତର କରିଛନ୍ତି। ସ୍ଵାମୀଙ୍କୁ ଗୁରୁତର ଅବସ୍ଥାରେ ସୁରଟର ସ୍ମିମେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

   ପତ୍ନୀ ଶୀତଲ କହିଛନ୍ତି ଯେ, ସ୍ଵାମୀ ବାଲକୃଷ୍ଣ ଏକ ମିଲ୍‌ରେ ଚାକିରି କରୁଥିଲେ। ତେବେ ସେ ଦିନକୁ ଦିନ ନିଶାଖୋର ହୋଇ ଚାଲିଥିଲେ। 

ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ଏବଂ ଛୋଟ ଛୋଟ କଥାରେ ମୋତେ ମାଡ ମାରୁଥିଲେ। ନିତିଦିନ ଏମିତି କଷ୍ଟ ସହିବା ପରେ ମୁଁ ଧୈର୍ଯ୍ୟ ହରାଇ ସାରିଥିଲି। ତେଣୁ ସ୍ଵାମୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ମନସ୍ଥ କରିଥିଲି। ଶୀତଲ ଶୁକ୍ରବାର ଦିନ ଦ୍ଵିପ୍ରହରରେ ଓଟୋଚାଳକ ନିଜ ଭାଇ ଅନିଲଙ୍କୁ ଘରକୁ ଡକାଇଥିଲେ ଏବଂ ବାଲକୃଷ୍ଣଙ୍କୁ ଅଟୋ ପଛପଟେ ବାନ୍ଧି ଘୋଷାଡି ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like