-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର): ସରକାରଙ୍କ ତରଫରୁ ଲାଗୁ ହୋଇଥିବା କୋଭିଡ ଗାଇଡଲାଇନ ସଂପର୍କରେ ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା । କରୋନାର ଦ୍ଵିତୀୟ ଲହରୀ ଆଶଙ୍କାରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି 26 ତାରିଖ ଜାରି କରିଥିବା କୋଭିଡ-19 ବୁଲେଟିନ୍ ରେ ଜିଲ୍ଲାପାଳ ଶ୍ରୀ ରାଣା ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଜିଲ୍ଲାବାସୀ ତଥା ସମସ୍ତ କୋଭିଡ ଯୋଦ୍ଧାଙ୍କ ସହଯୋଗ କାମନା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଂଚଲ ରାଣା । ଆସନ୍ତୁ ଜିଲ୍ଲାପାଳଙ୍କ ମୁହଁରୁ ଶୁଣିବା କୋଭିଡ-୧୯ ସଂପର୍କିତ ସଚେତନତା ବାର୍ତ୍ତା ।