-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ପାଟଣାଗଡ(ପ୍ରେରଣା ଖବର) :ବଲାଙ୍ଗିର ଜିଲ୍ଲା ପଟଣାଗଡ ଉପଖଣ୍ଡରେ ଘଟି ଯାଇଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚହଳ ପଡ଼ିଥିଲା ।ଏହି ମାମଲାରେ ଆଜି ବି ହୋଇପାରିଲା ନାହିଁ ଚାର୍ଜଫ୍ରେମ । ପାଟଣାଗଡ ଏ ଡି ଜେ କୋର୍ଟରେ ଶୁଣାଣି ଶେଷ । 2020 ମାର୍ଚ୍ଚ ମାସରେ ମାନ୍ୟବର କୋର୍ଟକୁ କିଛି ନଥିପତ୍ର ମାଗିଥିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ନିର୍ଦିଷ୍ଟ ନଥିପତ୍ର ବିଷୟରେ ଅବଗତ କରିବାକୁ କୋର୍ଟଙ୍କ ନିର୍ଦେଶ । ଏନେଇ ସୂଚନା ଦେଲେ ସରକାରୀ ଓକିଲ ଆଶିଷ ଚନ୍ଦନ।