-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||     

HOME   ବିଶେଷ

ଭାରତୀୟ ଡାକ ବିଭାଗରେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

23-Feb-2021



ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ  ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୦୨୧ ଏପ୍ରିଲ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଡାକ ବିଭାଗରେ ଖାଲି ଥିବା ଡେସପାଚ୍‌ ରାଇଡର ((General Central Service Gr.C, Non- Gazetted, Non-MinisteriaI) ) ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଖାଲି ପଡ଼ିଥିବା ୬ଟି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀ ମୋଟର ସାଇକେଲ, ତିନି ଚକିଆ ଏବଂ ହାଲୁକା ମୋଟରଗାଡି ଚଳାଇ ପାରୁଥିବେ ଏବଂ ଏହାର ଲାଇସେନ୍ସ ମଧ୍ୟ ପାଇଥିବେ। ଏହାବ୍ୟତୀତ ପ୍ରାର୍ଥୀ ଅତି କମ୍‌ରେ ଅଷ୍ଟମ ଶ୍ରେଣୀ ପାସ କରିଥିବେ।

ବୟସ : ପ୍ରାର୍ଥୀଙ୍କ ବୟସ ଅତି କମ୍‌ରେ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବ। ତେବେ ଏସ୍‌ସି ଏବଂ ଏସ୍‌ଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯିବ।

ଦରମା: ୭ମ ବେତନ କମିଶନ ଅନୁସାରେ ମନୋନୀତ ପ୍ରାର୍ଥୀ ୧୯, ୯୦୦ ଟଙ୍କାରୁ ରୁ ୬୩, ୨୦୦ ଟଙ୍କା ମଧ୍ୟରେ ଦରମା ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେମିତି ହେବ ପ୍ରାର୍ଥୀ ଚୟନ

ଡେସପ୍ୟାଚ୍ ଆରୋହୀଙ୍କ ଚୟନ ଡ୍ରାଇଭିଂରେ ପରୀକ୍ଷା ଆଧାରରେ କରାଯିବ। ପ୍ରାର୍ଥୀଙ୍କ ମଧ୍ୟରେ ମୋଟର ସାଇକେଲ /  ତିନି ଚକିଆ / ହାଲୁକା ଯାନ ଚାଳନାର  ଦକ୍ଷତାକୁ ମାନଦଣ୍ଡ ଭାବେ ବିଚାର କରାଯିବ।  ପରୀକ୍ଷା କେବେ ହେବ ଏବଂ କେଉଁଠି ହେବ ତାହାକୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଜଣାଇ ଦିଆଯିବ। ତେବେ ଯେଉଁ ଆବେଦନପତ୍ର ଯୋଗ୍ୟ ବୋଲି ଗ୍ରହଣ କରାଯାଇ ନ ଥିବ ସେହି ପ୍ରାର୍ଥୀଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯିବ ନାହିଁ।

କେମିତି ଆବେଦନ କରିବେ 

ପ୍ରାର୍ଥୀ ନିଜ ଦସ୍ତଖତ ସହିତ ଉକ୍ତ ପଦବୀ ପାଇଁ ଏକ ଦରଖାସ୍ତ ଲେଖିବା ସହ ଆବେଦନ ଫର୍ମ ପୂରଣ କରିବେ। ଦରଖାସ୍ତ ସହିତ ଆଉ କ’ଣ ଦେବେ ଡକ୍ୟୁମେଣ୍ଟ ଦେବେ ଜାଣି ରଖନ୍ତୁ।

୧-ଆବେଦନ ପତ୍ର ସହ ସାର୍ଟିଫିକେଟର ଫଟୋକପି ଦେବେ ଏବଂ ଏହା ଗେଜେଟେଡ ଆଟେଷ୍ଟେଡ୍‌‌ କିମ୍ବା ସେଲ୍‌ଫ ଆଟେଷ୍ଟେଡ୍ ହୋଇଥିବ। ଏହି ସାର୍ଟିଫିକେଟ ମଧ୍ୟରେ ରହିଛି-

କ)- ବୟସ ପ୍ରମାଣପତ୍ର ଯଥା ବାର୍ଥ ସାର୍ଟିଫିକେଟ କିମ୍ବା ଦଶମ ବୋର୍ଡ ସାର୍ଟିଫିକେଟ କିମ୍ବା ଲିଭିଙ୍ଗ ସାର୍ଟିଫିକେଟ। ଏଥିସହିତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ମଧ୍ୟ ଦେବେ

ଖ)-ଡ୍ରାଇଭିଂ ଲାଇସେନ୍ସ ଦେବେ। ଏସ୍‌ସି, ଏସ୍‌ଟି କିମ୍ବା ଓବିସି ହୋଇଥିଲ ଏହାର ପ୍ରମାଣପତ୍ର ନିଶ୍ଚୟ ଦେବେ। ଏହାବ୍ୟତୀତ  ସ୍ଥାନ ଏବଂ ନିଜର ଆଇଡି ପ୍ରୁଫ ମଧ୍ୟ ଦେବେ।

୨-ଗୋଟିଏ ନିକଟରେ ଉଠାଇଥିବା ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆବେଦନପତ୍ରରେ ଲଗାଇବେ। ଫଟୋଟି ଗେଜେଟେଡ ଆଟେଷ୍ଟେଡ ନିଶ୍ଚୟ ହୋଇଥିବ। ଏହାବ୍ୟତୀତ ଆଉ ଏକ ରିସେଣ୍ଟ ଫଟୋ ଆବେଦନ ଫର୍ମ (application form)ରେ ଆଟାଚ୍‌ କରିବେ।

ସମସ୍ତ ଆବେଦନ ପତ୍ର ଏବଂ ଡକ୍ୟୁମେଣ୍ଟ ଉପଯୁକ୍ତ ସାଇଜ୍‌ର ଏକ ଖାମ୍‌ରେ ଭର୍ତ୍ତି କରିବେ। ଖାମ୍‌ ଉପରେ ‘ ଏମଏମଏସ୍‌ ଦିଲ୍ଲୀ ଡେସ୍‌ପାଚ ରାଇଡର (Direct Recruitment) ପଦବୀ ପାଇଁ ଆବେଦନ ପତ୍ର’ ବୋଲି ଲେଖି ପୋଷ୍ଟ କରିବେ।

ଆବେଦନ ପତ୍ର ପଠାଇବାର ଠିକଣା

The Senior Manager,Mail Motor Service, C-121, Naraina Industrial Area Phase-I

Naraina, New Delhi -110028

ଅଧିକ ଜାଣିବା ପାଇଁ ବିଭାଗୀୟ ୱେବସାଇଟ www.indiapost.gov.in.ରେ କ୍ଲିକ କରନ୍ତୁ।


News Comment




Photo in News

Advertisment
Lastest News
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026

You Might Also Like