-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||      ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   (09-Sep-2026)       ||      ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   (09-Sep-2026)       ||      ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ   (09-Sep-2026)       ||      *ବନ୍ଦୋବସ୍ତ ବିଭାଗ ର ଶିରୋସ୍ତାଦାର ମୁରଲୀ ଧର ଶତପଥୀ ଙ୍କ ପରଲୋକ*- *ବିଶିମୁଣ୍ଡା ଅଞ୍ଚଳ ରେ ଶୋକ*-   (09-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ    (09-Sep-2026)       ||      ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।   (09-Sep-2026)       ||      ଆଇ ଟି ଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନା ର ପରାମର୍ଶ ଶିବିର ଅନୁଷ୍ଟିତ   (09-Sep-2026)       ||      ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ♦️ ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା    (08-Sep-2026)       ||      ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ    (08-Sep-2026)       ||      ସାକ୍ଷରତା ର ସନ୍ଦେଶ ନେଇ ସହରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି   (08-Sep-2026)       ||     

HOME   ଜିଲ୍ଲା

ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ

25-Jul-2026



କଣ୍ଟାବାଞ୍ଜି(ମୋହନ ସୁନା): ସ୍ଥାନୀୟ କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଆଜି ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇ ଯାଇଅଛି l ସରକାର ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଙ୍କ ସଭାପତିତ୍ବ ଓ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ପ୍ରଧାନଶିକ୍ଷୟିତ୍ରୀ ନିରୂପମା ମିଶ୍ର ଙ୍କ ତତ୍ାବଧାନରେ ନୋଡାଲ ସ୍କୁଲ ରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜାନକୀ ରାମ ସାମ ବେଦମ୍ ସମସ୍ତ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣେଇ,ସରକାର ଙ୍କ ସମସ୍ତ ନିର୍ଦ୍ଦେଶାବଳୀ ପଢ଼ିଦେଇ ତା ଅନୁଯାୟୀ  ଚୟନ ପ୍ରକ୍ରିୟା ଆରମ୍ଭ କରି ଥିଲେ l ସର୍ବ ସମ୍ମତି କ୍ରମେ ଶ୍ରୀ ଜଗବନ୍ଧୁ ବେହେରା ଙ୍କୁ ସଭାପତି ଚୟନ କରିଥିବା ବେଲେ , ଶ୍ରୀମତି ସିଲା  ସିପକା ଙ୍କୁ ଉପସଭା ପତି ଚୟନ କରଯାଇଥିଲା l ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଜାନକୀ ରାମ ସାମ ବେଦମ୍ ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ଭାବେ ଚୟନ ହୋଇ ଥିଲେ l ପରି ଶେଷ ରେ ସମସ୍ତ ଙ୍କୁ କଣ୍ଟାବାଞ୍ଜି ସର୍ବ ପୁରାତନ ବିଦ୍ୟାଳୟ ର ସମସ୍ତେ ମିଶି କିପରି ଉନ୍ନତି କରିବା ତା ର ପ୍ରତିବଦ୍ଧତା ନେଇ ପ୍ରଧାନ ଶିକ୍ଷକ ସମସ୍ତ ଙ୍କୁ ଧନ୍ଯବାଦ ଦେଇ ଆଜି କାର ସଭା ସାଙ୍ଗ କରାଗଲା l ଆଜିକାର ସଭାh ରେ ବରିଷ୍ଠ ଶିକ୍ଷୟତ୍ରୀ ସୁନନ୍ଦା ପୁରୋହିତ, ସହକାରି  ଶିକ୍ଷୟିତ୍ରୀ ଦୀପାଞ୍ଜଲି ଭୋଇ, ମୁକ୍ତା ବେଜ୍, ପୂଜା ଜାଲ, କାନ୍ତି ଲତା ବର୍ଗେ, ଶିକ୍ଷକ ରମେଶ ସାହୁ, ବିଶ୍ୱରଞ୍ଜନ ଦାସ, କମିଟି ଅଭିଭାବକ ସଂଗ ସଦସ୍ୟ କୁମୁଦ ଧରୁଆ ,ଅରୁଣ ବିଭାର ,ହେମରାଜ ଖର୍ସେଲ ,ଗୋବର୍ଦ୍ଧନ ବେହେରା,ରାମକାନ୍ତ, ହୃଦାନନ୍ଦ ଜଗତ, ଲୋକନାଥ ପଟ୍ଟନାୟକ,ଚାନ୍ଦିନୀ ମାଝୀ,ବବିତା ପୁଟେଲ,ରାଣୀ ଖର୍ସେଲ ,ଲକ୍ଷ୍ମୀ ସେଲମା ,ଦୁର୍ଗା ସାହୁ,ଅଞ୍ଜଳି ବାହିଦାର, ଜୟନ୍ତୀ ତାଣ୍ଡି ହେମଲତା ପୁଟେଲ ,ଧରିତ୍ରୀ ବାର୍ଗେ ,ମାନସୀ ବିଶ୍ୱାଳ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   09-Sep-2026
  ଜିଲ୍ଲା  
ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି   09-Sep-2026
  ଜିଲ୍ଲା  
ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   09-Sep-2026
  ଜିଲ୍ଲା  
ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   09-Sep-2026
  ଜିଲ୍ଲା  
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   09-Sep-2026
  ଜିଲ୍ଲା  
*CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   09-Sep-2026
  ଜିଲ୍ଲା  
ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   09-Sep-2026

You Might Also Like