-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ଜିଲ୍ଲା

ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି

18-Jul-2026



ଡୁଙ୍ଗୁରିପାଲି(ପ୍ରେରଣା ଖବର)-ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର କପାସିରାରେ ଚାଷୀଙ୍କ ଜମିରେ ରାସ୍ତା ନିର୍ମାଣ ହୋଇଥିବା ଓ ଚାଷୀ କୌଣସି କ୍ଷତିପୁରଣ ପାଇ ନଥୁବା ନେଇ ରାସ୍ତାରେ କଂଟାବାଡ ଦେଇ ରାସ୍ତା ରୋକ କରିଥିବା ଭଳି ଗୁରୁତର ଘଟଣା ଦେଖ‌ିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କପାସିରା ଗୁରାଣ୍ଡି ନାଳ ଉପରେ ବହୁ ପୁରୁଣା ଦିନରୁ ଏକ ପୋଲ ରହିଥିଲା । ଉକ୍ତ ପୋଲ ଦେଇ ଡୁଙ୍ଗୁରିପାଲି ବ୍ଲକର ଇଚ୍ଛାପୁର, ଶୁଖା, କଲାଯୁରୀ, ସଙ୍ଗୁଲ, ତମାମୁରା, ସହଲା, ଚେରୁପାଲି ପ୍ରମୁଖ ଗ୍ରାମର ଲୋକେ ସୋନପୁର ଯିବାକୁ ହେଲେ ଉକ୍ତ ପୋଲ ଦେଇ ଯିବାକୁ ହୋଇଥାଏ । ଡୁଙ୍ଗୁରିପାଲିରୁ ଲଛିପୁର, ଭୀମଭୋଇ ସମାଧ ପୀଠ ଖଲିଆପାଲି, ସମେତ

ବୌଦ୍ଧ, ଭୁବନେଶ୍ୱର ଯିବା ଆସିବାରେ ଏହି ପୋଲ ଉପରେ ଅଂଚଳବାସୀ ନିର୍ଭର କରିଥାନ୍ତି । ସେହିପରି କୁଲୁଣ୍ଡା, ଗଳବନ୍ଧ, ଲବ୍‌ପୁର ଅଂଚଳରୁ ଲୋକେ ଡୁଙ୍ଗୁରିପାଲିକୁ ମଧ୍ଯ ଏହି ପୋଲ ଦେଇ ଆସି ଥାନ୍ତି । ଏଣୁ ଲୋକଙ୍କ ଦାବୀକୁ ନେଇ ତତ୍କାଳୀନ ବିଜେଡି ସରକାର ସମୟରେ ଏହି ପୋଲି ନିର୍ମାଣ କରାଯାଇଥିଲା । ସୋନପୁର ବିଧାୟକ ମଧ୍ଯ ଲୋକଙ୍କ ଦାବୀକୁ ଗୁରୁତ୍ବ ଦେଇ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ବ "ମାନ ପୋଲ ନିର୍ମାଣ ସମାପ୍ତ ହୋଇଥିବା ବେଳେ ଏହାର ଉଭୟ ପାର୍ଶ୍ଵରେ ନୂତନ ରାସ୍ତା ନିର୍ମାଣ କରାଯାଇଛି । କେତେକଙ୍କ ଜମିରେ ଉକ୍ତ ରାସ୍ତା ନିର୍ମାଣ ହୋଇଥିବା ବେଳେ କେତେ ଜଣ ଚାଷୀଙ୍କ ଜମି ଅଧିଗ୍ରହଣ ଠିକ୍ ଭାବରେ ହୋଇନ ଥିବାରୁ ଆଜି ସେଠାରେ ଅଭାବନୀୟ ଘଟଣା ଦେଖାଯାଇଛି । କପାସିରା ଗ୍ରାମର ଚାଷୀ ଚୂଡାମଣି ପଧାନ ଅଭିଯୋଗ କରିଛନ୍ତି ଯେ ତାଙ୍କର ଜେଜେମାଆଙ୍କ ନାମରେ ଥ‌ିବା ଜମିରେ ରାସ୍ତା ନିର୍ମାଣ କରାଯାଇଛି । ତାଙ୍କ ଜେଜେମାଆଙ୍କ ଦେହାନ୍ତ ହୋଇଥିବା ଏବଂ ତାଙ୍କ ବାପା ମଧ୍ଯ ମୃତ୍ୟୁ ବରଣ କରିଥିବାରୁ ଉତ୍ତରାଧୁକାରୀ ସୂତ୍ରରେ ଜ‌ମିର ମାଲିକ ନିଜେ ଚୂଡାମଣି ଏବଂ ତାଙ୍କ ଭାଇ ବିଦ୍ୟାଧର । ବିଭିନ୍ନ ସମୟରେ ତାଙ୍କୁ ପ୍ରଶାସନ ପ୍ରତିଶୃତି ଦେଇ ମଧ୍ଯ ଜମିର କ୍ଷତି ପୁରଣ ପ୍ରଦାନ କରିନାହିଁ । ବିଭିନ୍ନ ସମୟରେ ତାଙ୍କୁ ପ୍ରଶାସନ ଡାକି କ୍ଷତି ପୂରଣ ଦେବାକୁ କହିଥିଲେ ମଧ୍ୟ ପ୍ରଦାନ କରିନାହିଁ । ଉତ୍ତରାଧୁକାରୀ ପ୍ରମାଣ ପତ୍ର ମଧ୍ୟ ରାମପୁର ତହସିଲ ପକ୍ଷରୁ ପ୍ରଦାନ କରାଯିବାରେ ଟାଲଟୁଲ ନୀତି କରୁଥିବାରୁ ସେ କ୍ଷତିପୁରଣ ପାଉନାହାନ୍ତି । ପୋଲ ନିର୍ମାଣ ସରିଯାଇ ରାସ୍ତା ମଧ୍ଯ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଜମି ଅଧୁଗ୍ରହଣର କ୍ଷତି ପୁରଣ ନ ଦେଇ ରାସ୍ତାରେ ଚଳାଚଳ କରାଯିବାକୁ ସେ ମନା କରିଛନ୍ତି । ପ୍ରଶାସନ ପକ୍ଷରୁ ସହ ଯୋଗ ନ ମିଳିବାରୁ ଆଜି ସକାଳେ ରାସ୍ତାରେ ଖୁଟ ଦେଇ କଂଟା ବାଡ ଦେଇ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଦେଇ ରୋଗୀ ନେଇ ଏକ ଆମ୍ବୁଲାନ୍ସ ଆସିଥିଲା । ରାସ୍ତା ବନ୍ଦ ଥିବାରୁ ସେଠାରୁ ଫେରି ଯାଇଥିବା ଦୃଶ୍ୟ ଦେଖୁବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ରାମପୁର ଅତିରିକ୍ତ ତହସିଲଦାର ବିଶ୍ୱମ୍ବର ପାଣ୍ଡେ ପହଂଚି ଆଲୋଚନା କରିଥିଲେ ।ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ଯ ବ ମାନ ସୁଦ୍ଧା ରାସ୍ତା ଅବରୋଧ ରହିଛି । ଏ ସଂପର୍କରେ ଚୂଡାମଣି ପ୍ରକାଶ କରିଛନ୍ତି ଯେ ପ୍ରଶାସନ ବାରମ୍ବାର ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସୁଫଳ ନ ହେବାରୁ ବାଧ୍ଯ ହୋଇ ରାସ୍ତା ଅବରୋଧ କରିଛି । ରାସ୍ତା ଅବରୋଧ କରି ଲୋକଙ୍କୁ ହଇରାଣ କରିବା ମୋର ଉଦ୍ଦେଶ୍ୟ ନୁହେଁ । ପ୍ରଶାସନ ବିରୋଧରେ ଏହା ମୋର ପ୍ରତିବାଦ ବୋଲି ସେ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଅତିରିକ୍ତ ତହସିଲଦାର ଶ୍ରୀ ପାଣ୍ଡେଙ୍କୁ ପଚାରିବାରୁ ଭ ରାକାରୀ ପ୍ରମାଣ ପତ୍ରରେ କିଛି ହେଁ ରହିଛି । ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଅଂଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସମାସ୍ୟାର ସମାଧାନ ଶିଘ୍ର କରି ରାସ୍ତା ଅବରୋଧ ହଟାଇବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like