-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2026
ବଲାଙ୍ଗୀର(ପ୍ରେରଣା ଖବର): ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ତରଫରୁ ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦଘାଟନ କରାଯାଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ,ପୁରୀ ଠାରେ ସଂଗଠନ ର କାର୍ଯ୍ୟକ୍ରତା ମାନେ ଏହାକୁ ଉଦଘାଟନ କରିଛନ୍ତି। ସେଥିରେ ସଂଗଠନ ର ସଭାପତି ଶ୍ରୀ. ଗିରିଧାରୀ ବିଶ୍ଵାଳ ଉପସ୍ଥିତ ଥିଲେ। ଆୟୁଷ ବିଭାଗ ରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି। ଏହାର ସମାଧାନ ପାଇଁ ଏହା ଏକ ପ୍ରୟାସ ବୋଲି ସଂଗଠନ ଦାବିକରିଛି।