-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ବ୍ଳକ୍ ଅନ୍ତର୍ଗତ ଧାରନାବେଡାର ମା ଭଣ୍ଡାର ଘରଣୀ ପିଚୁ ପ୍ଳାଣ୍ଟ୍ ପରିସରରେ ଏବଂ ଅପରାହ୍ନରେ ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ତାରାଗାଁର ବଦାମୁଣ୍ଡା ଛକ ନିକଟସ୍ଥ ପୋଖରୀ ହିଡରେ ସ୍ଥାନୀୟ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ଆଶ୍ରମର ରଶ୍ମି ପ୍ରସାଦ ତଥା ଅଧ୍ୟକ୍ଷ ଡ: ନୀଳ କଣ୍ଠ ପାଢ଼ୀ ଓ ପିଚୁ ପ୍ଳାଣ୍ଟ୍ ପରିଚାଳକ ବଟ କୃଷ୍ଣ ମହାନ୍ତିଙ୍କ ମାର୍ଗ ଦର୍ଶନ ଏବଂ ଆଶ୍ରମର ବରିଷ୍ଠ ରଞ୍ଜନ ଇନ୍ଦୁମତୀ ପାଢ଼ୀଙ୍କ ପ୍ରତିନିଧିତ୍ବରେ ଚଳିତ ବର୍ଷର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଅଛି।