-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
13-Jun-2026
କଟକ- (ତପନ ମହାନ୍ତି ସାମ୍ବାଦିକ)କଟକ ମହାନଦୀବିହାର ପେନସନ ଆସୋସିଏସନ ମଙ୍ଗରାଜପୁରସ୍ଥିତ ପକ୍ଷରୁ ଜନନୀ ଆଶ୍ରମ ଅନ୍ତେବାସୀଙ୍କୁ ରଜ ପର୍ବ ଉପଲକ୍ଷେ ନୂତନ ବସ୍ତ୍ର ସହିତ ବିଭିନ୍ନ ପ୍ରସାଧନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆସୋସିଏସନ ସଭାପତି ତାପସ ଚନ୍ଦ୍ର ସାମନ୍ତ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପ ସଭାପତି ଇଂ ନିମାଇଁ ଚରଣ ମହାନ୍ତି, ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ବିଷ୍ଣୁ ପ୍ରସାଦ କର ଓ ମହେନ୍ଦ୍ର ନାଥ ପଣ୍ଡା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହ, ଡ଼. ଦେବରାଜ ପଣ୍ଡା, ସାଇନାଥ ଉପଲଞ୍ଚର, ଶରତ କୁମାର ପାଣି, ଶରତ ଚନ୍ଦ୍ର ଦାସ, ବୈକୁଣ୍ଠ ଆଚାର୍ଯ୍ୟ, ସଂଗ୍ରାମ କେଶରୀ ନାୟକ, ରୁଦ୍ର ପ୍ରତାପ ରାଉତ, ଅତନୁ ଦାସ, ନିକୁଞ୍ଜ ରଥ, ପ୍ରକାଶ ନାୟକ, ଟି. ସୁବା ରାଓ, ମୃତ୍ୟୁଞ୍ଜୟ ଭୂୟାଁ, ପ୍ରହଲ୍ଲାଦ ବିଶ୍ଵାଳ, ପୀତାମ୍ବର ଲେଙ୍କା, ନିର୍ମଳେନ୍ଦୁ ଗୁପ୍ତ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ |