-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
13-Jun-2026
ଆଗଲପୁର, (ବିନୋଦ ଦୀପ) ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ରେ ଏକ ଛୋଟ ପ୍ରୟାସ ଏବଂ ଏହି ଫାଉଣ୍ଡେସନ ରେ ଦୁଇଜଣ ସଦସ୍ୟ ସ୍ବର୍ଗତ ଶିବଶଙ୍କର ପଟେଲ ଓ ମୁକେଶ ପଟେଲ ଙ୍କ ସ୍ମୃତି ଉଦେଶ୍ୟ ରେ ରୋଥ ସାପ୍ତାହିକ ବଜାର ପ୍ରାଙ୍ଗଣରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ତରଫରୁ ଦହି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରୀଡ଼ ରୋଥ ଫିଡ଼ର ସମସ୍ତ କର୍ମଚାରୀ ଶଶିକାନ୍ତ ପଟେଲ, ପିଣ୍ଟୁ ରଣା, ପିଣ୍ଟୁ ଯୋଶୀ, ଅମିତ ପଟେଲ, ଗୁଣନିଧି ସାହୁ, ଶେଷଦେବ ପଟେଲ, ଅକ୍ଷୟ ମେହେର, ରମେଶ ଦଣ୍ଡସେନା, ପ୍ରତୀକ ନାଏକ, ସୁନୀଲ ପଟେଲ, ରାଜୁ ଠାକୁର, ଆଶିଷ ବରିହା, ଵିଲୋସ ମହାକୁର, ପପୁ ଯୋଶୀ, ଯଦୁମଣି ରଣା, ହର୍ଷ ରଣା, ଧୀରୋଜ ପଟେଲ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ l