-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ll ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll

13-Jun-2026

ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ସମ୍ବର୍ଦ୍ଧିତ

ସମ୍ବର୍ଦ୍ଧିତ

ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋ

ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ )

ସମ୍ବଲପୁର ର ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜୁନ 14  ତାରିଖ ଦିନ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେବ l ଏହି ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏହା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସହିତ ସଭାପତି ନାସିର ଫରାଜ, କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଆଇନ ପରାମର୍ଶ ଦାତା ଜୟ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଏହି ପରିପେକ୍ଷୀରେ ସମ୍ପାଦକ ପରବେଜ ଅଲ୍ଲୀ କହିଲେ ଯେ, ଗତବର୍ଷ ସର୍ବ ଭାରତୀୟ ମୁଶାୟେରା ର ଆୟୋଜକ ହୋଇଥିଲା କିନ୍ତୁ ଏହି ବର୍ଷ ବିଶେଷ ଭାବରେ କବିତା ମାଧ୍ୟମରେ ଭାଷା ର ପ୍ରଚାର ପ୍ରସାର ଆହୁରି ବ୍ୟାପକ କରିବା ପାଇଁ ଉର୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷା ର କବି ମାନଙ୍କୁ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ବିଭିନ୍ନ ଭାଷା ର ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଯେଉଁ ମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ରାଉରକେଲା ର ଡ଼. କ୍ରିଷ୍ଣା କୁମାର ପ୍ରଜାପତି ( ହିନ୍ଦୀ / ଉର୍ଦୁ ), ଝାରସୁଗୁଡା ର ମଇନୁଦ୍ଦିନ ଜଖମୀ ( ଉର୍ଦୁ ), ସମ୍ବଲପୁର ର ଅଲତାଫ ହୁସେନ ହସରତ (ଉର୍ଦୁ ),ଅନଗୁଳ ର ଦିନେଶ କୁମାର ମାଲି ( ହିନ୍ଦୀ ) ଓ ଭେଡେନ, ବରଗଡ଼ ଜିଲ୍ଲା ର ଉତ୍ପନ୍ନ ଭୋଇ ( ସମ୍ବଲପୁରୀ ) l 
ସଭାପତି ନାସିର ଫରାଜ କହିଲେ ଯେ ସାରା ଭାରତ ରୁ କବି ମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ  ବିଶିଷ୍ଟ ଉର୍ଦୁ କବି ତଥା ଚଳଚିତ୍ର ନିର୍ଦେଶକ ଲଖନୌ ର ଜଲାଲ ସିଦ୍ଧିକୀ ଏବର୍ଷ ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ l ଏଥି ସହ ମୁମ୍ବାଇ ର ହୁକୁମ ଚନ୍ଦ କୋଠରୀ, ବୁରହାନପୁର ର ଡ଼. ଜଲ୍ଲୀଉଲ  ରେହେମାନ, ଅମରାବତି ର ଡ଼. ଜାହିର ନୟର, ଆଜମଗଡ଼ ର ମୈକଶ ଆଜମି, ରାଜଗାଙ୍ଗପୁର ର ଅଫଜ଼ାଲ ବେଦାର, ଫୈଜାବାଦ ର ଜମସେଦ ଫୈଜାବାଦୀ, ସମ୍ବଲପୁର ର ମୁମତାଜ଼ ସୋଉର, ଭୁବନେଶ୍ୱର ର ବିକ୍ରମ ଆଦିତ୍ୟ ସିଂ, ଦେୱାସ ର ଚାନ୍ଦ ସୋନୀ, ରାୟପୁର ର ଅରୁଣା ଚୌହାନ, ଚରଖାରି ର ଶବାନା  ଶୱା ଓ ଝାରସୁଗୁଡା ର ଅଜୟ ଆଲାମ ଙ୍କ ସହ ସମ୍ବର୍ଦ୍ଧିତ କବି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  l 
ସଂଯୋଜକ ଶ୍ରୀ ପାଣିଗ୍ରାହୀ କହିଲେ ଯେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାର ପ୍ରଚାର ପ୍ରସାର ହିଁ ମୁଖ୍ୟ ଉଦେଶ୍ୟ l
ଶେଷରେ ପରାମର୍ଶ ଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll

 ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ )ସମ୍ବଲପୁର ର ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜୁନ 14 ତାରିଖ ଦିନ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେବ l ଏହି ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏହା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସହିତ ସଭାପତି ନାସିର ଫରାଜ, କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଆଇନ ପରାମର୍ଶ ଦାତା ଜୟ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ଏହି ପରିପେକ୍ଷୀରେ ସମ୍ପାଦକ ପରବେଜ ଅଲ୍ଲୀ କହିଲେ ଯେ, ଗତବର୍ଷ ସର୍ବ ଭାରତୀୟ ମୁଶାୟେରା ର ଆୟୋଜକ ହୋଇଥିଲା କିନ୍ତୁ ଏହି ବର୍ଷ ବିଶେଷ ଭାବରେ କବିତା ମାଧ୍ୟମରେ ଭାଷା ର ପ୍ରଚାର ପ୍ରସାର ଆହୁରି ବ୍ୟାପକ କରିବା ପାଇଁ ଉର୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷା ର କବି ମାନଙ୍କୁ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ବିଭିନ୍ନ ଭାଷା ର ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଯେଉଁ ମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ରାଉରକେଲା ର ଡ଼. କ୍ରିଷ୍ଣା କୁମାର ପ୍ରଜାପତି ( ହିନ୍ଦୀ / ଉର୍ଦୁ ), ଝାରସୁଗୁଡା ର ମଇନୁଦ୍ଦିନ ଜଖମୀ ( ଉର୍ଦୁ ), ସମ୍ବଲପୁର ର ଅଲତାଫ ହୁସେନ ହସରତ (ଉର୍ଦୁ ),ଅନଗୁଳ ର ଦିନେଶ କୁମାର ମାଲି ( ହିନ୍ଦୀ ) ଓ ଭେଡେନ, ବରଗଡ଼ ଜିଲ୍ଲା ର ଉତ୍ପନ୍ନ ଭୋଇ ( ସମ୍ବଲପୁରୀ ) l 

ସଭାପତି ନାସିର ଫରାଜ କହିଲେ ଯେ ସାରା ଭାରତ ରୁ କବି ମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଶିଷ୍ଟ ଉର୍ଦୁ କବି ତଥା ଚଳଚିତ୍ର ନିର୍ଦେଶକ ଲଖନୌ ର ଜଲାଲ ସିଦ୍ଧିକୀ ଏବର୍ଷ ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ l ଏଥି ସହ ମୁମ୍ବାଇ ର ହୁକୁମ ଚନ୍ଦ କୋଠରୀ, ବୁରହାନପୁର ର ଡ଼. ଜଲ୍ଲୀଉଲ ରେହେମାନ, ଅମରାବତି ର ଡ଼. ଜାହିର ନୟର, ଆଜମଗଡ଼ ର ମୈକଶ ଆଜମି, ରାଜଗାଙ୍ଗପୁର ର ଅଫଜ଼ାଲ ବେଦାର, ଫୈଜାବାଦ ର ଜମସେଦ ଫୈଜାବାଦୀ, ସମ୍ବଲପୁର ର ମୁମତାଜ଼ ସୋଉର, ଭୁବନେଶ୍ୱର ର ବିକ୍ରମ ଆଦିତ୍ୟ ସିଂ, ଦେୱାସ ର ଚାନ୍ଦ ସୋନୀ, ରାୟପୁର ର ଅରୁଣା ଚୌହାନ, ଚରଖାରି ର ଶବାନା ଶୱା ଓ ଝାରସୁଗୁଡା ର ଅଜୟ ଆଲାମ ଙ୍କ ସହ ସମ୍ବର୍ଦ୍ଧିତ କବି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l 

ସଂଯୋଜକ ଶ୍ରୀ ପାଣିଗ୍ରାହୀ କହିଲେ ଯେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାର ପ୍ରଚାର ପ୍ରସାର ହିଁ ମୁଖ୍ୟ ଉଦେଶ୍ୟ l

ଶେଷରେ ପରାମର୍ଶ ଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

News Comment

Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like