-+91-9937148622 |
prerana_bgr@rediffmail.com |
Thursday 11th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଗସ୍ତ କରିଥିଲେ l ଶୈବପୀଠ ରେ ପୂଜାର୍ଚନା ସରିବା ପରେ ମନ୍ଦିର ପରିସରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ସାନ୍ତପୁର ମଣ୍ଡଳ ଯୁବ ସଭାପତି ସୁଜିତ କୁମାର ବେହେରା ଙ୍କ 35 ତମ ଜନ୍ମଦିନ ପାଳନ ରେ ସାମିଲ ହୋଇଥିଲେ l ଜନ୍ମଦିନ ଉପଲକ୍ଷେ ସୁଜିତ ଙ୍କୁ ମନ୍ତ୍ରୀ ଡ଼. ମହାଳିଙ୍ଗ ମିଠା ଖୁଆଇବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ l ଏହି ଅବସରରେ ପୁଇଁତଲା ବ୍ଲକ ସଭାପତି ଅଜିତ ପଣ୍ଡା, କୈଳାଶ ଗହୀର, ସୁନୀଲ ଦାସ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l