-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
18-May-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାରଙ୍କ ଜନ୍ ଭାଗିଦାରୀ ଅଭିଯାନ "ସବସେ ଦୂର ସବାସେ ପହେଲା"କାର୍ଯ୍ୟକ୍ରମ ଶୁଭାରମ୍ଭ ହୋ। ଜିଲ୍ଲାପାଳ ମଧୁସୂଦନ ସସଭିଯୋଗ ଦେଇ ଆଦିବାସୀ ବହୁଳ ଗ୍ରାମରେ ସରକାରଙ୍କ ଜନକଲ୍ୟାଣ ଯୋଜନା ର ଅବଗତ କରିଥିବା ବେଳେ ଯୋଜନାର ଲାଭାଂଶ ବିତରଣ କରିଛନ୍ତି। ନୂଆପଡ଼ା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଆଦିବାସୀଙ୍କୁ ବହୁଳ ଗ୍ରାମର ସର୍ବାଙ୍ଗୀନ ଉନ୍ନତି, କ୍ଷେତ୍ର ସମ୍ପର୍କ, ସେବାକୁ ସୁରକ୍ଷା ସହ ପ୍ରଦାନ,ସ୍ୱାସ୍ଥ୍ୟ ସେବା ଯୋଗାଣ ଏବଂ ଜୀବନ ଜୀବିକା ଉପରେ କାର୍ଯ୍ୟକରିବ। ଆଜି ଠାରୁ ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଆଦିବାସୀ ବହୁଳ ଗ୍ରାମରେ ସଚେତନ ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର, ଭଳି ଅନେକ ଯୋଜନା ଉପରେ ଅବଗତ କରି ସହାୟତା ପ୍ରଦାନ କରିବେ। ନୂଆପଡ଼ା ଜିଲ୍ଲାର ୨୮୫ ଗୋଟି ଗ୍ରାମ କୁ ଲ ସାମିଲ କରିଛନ୍ତି। ନୂଆପଡ଼ା ୫୧ ଗୋଟି ଗ୍ରାମ, କୋମନା ବ୍ଲକ୍ ର ୧୩୨ ଗୋଟି, ଖଡ଼ିଆଳ ର ୧୮ ଗୋଟି ଗ୍ରାମ ଏବଂ ବୋଡ଼େନ ର ୭୦ ଗୋଟି ଏବଂ ସିନାପାଲି ବ୍ଲକ୍ ୧୪ ଗ୍ରାମକୁ ସାମିଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ନେବା ପାଇଁ ଜିଲ୍ଲାପାଳ ଆହ୍ୱାନ |