-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-May-2026
କଟକ (ତପନ ମହାନ୍ତି): ଅନେକ ଦିନଧରି ମହାବୀର ଗ୍ୟାଲେସ୍ ହୋଟେଲରେ ହାଇପ୍ରୋଫାଇ ଢଙ୍ଗରେ ଚାଲିଥିଲା ଜୁଆଖେଳ, ପୋଲିସ ଧରିବା ପାଇଁ ଜାଲ ବିଛାଇଥିଲା । ଆଜି କଟକ ମଙ୍ଗଳାବାଗ ପୋଲିସ ଧରିବାରେ ସଫଳ ହୋଇଛି । କମିଶନରେଟ୍ ପୋଲିସ୍ ଆଖିରୁ ଖସିଯିବା ପାଇଁ ଚେଷ୍ଟା କରି ଖସିପାରିନଥିଲେ। ପୋଲିସ କାବୁ କରି ନେଇଥିଲା
ସେମାନଙ୍କ ନିକଟରୁ ଜବତ କରିଥିଲା ୧୮ ଲକ୍ଷ ଟଙ୍କା ୧୩ ଜଣ ଜୁଆଡିଙ୍କୁ । ସେମାନଙ୍କ ଠାରୁ ୧୮ ଲକ୍ଷ ଟଙ୍କା ୭ ମୋବାଇଲ ୨ଟି ଚାରିଚାକିଆ ଗାଡି ଏବଂ ୭ଟି ମଟର ସାଇକେଲ ଜବତ କରିଛି ପୋଲିସ । ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି