-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
07-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ରାଜ୍ୟରେ ହଟିବ ଜମିଦାରୀ ପ୍ରଥା। ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା। ଜମିଦାରି ପ୍ରଥା ଉଠିଲେ ସରକାରଙ୍କ ପାଖରେ ରହିବ। ସାଲାମୀ ପ୍ରଦାନ କରିବେ। ସବୁ ଗଡ଼ଜାତ ଅଂଚଳରେ ଏଭଳି କେସ୍ ପଡିକି ଅଛି। ପଟ୍ଟା ପାଇଲା ପରେ ସାଲାମୀ ଦେଉନାହାନ୍ତି, ଏଥିଲାଗି ରାଜସ୍ବ ବିଭାଗ କ୍ଷତି ସହୁଛି। ଯେତେ ଏଭଳି ସମସ୍ୟା ଅଛି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ପାଇଁ ନିର୍ଦ୍ଧେଶ ଦିଆଯାଇଛି।ଯେଉଁମାନେ ଜମିର ହକଦାର ସାଲାମୀ ଦେବେ ଜମିର ମାଲିକ ହେବେ। ଏଥିଲାଗି ମାସେ ସମୟ ଦିଆଯାଇଛି। ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ଗ୍ରେଡେସନ ହେବ। ଯେଉଁ ଜିଲ୍ଲା ଭଲ ପଦର୍ଶନ କରିବ ତାକୁ ଗ୍ରେଡେସନ ମିଳିବ। ଆଗକୁ ଭୂଦାନ ଆଇନ ସମାପ୍ତ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଯେଉଁମାନେ ଜମିର ହକଦାର ସାଲାମୀ ଦେଲେ ଜମିରେ ମାଲିକ ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ଏକ ମାସ ସମୟ ଦିଆଯାଇଛି । ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ଗ୍ରେଡେସନ ହେବ । ଯେଉଁ ଜିଲ୍ଲା ଭଲ ପଦର୍ଶନ କରିବ ତାକୁ ଗ୍ରେଡେସନ ମିଳିବ । ଆଗକୁ ଭୂ-ଦାନ ଆଇନ ସମାପ୍ତ ହେବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।